Uncategorized

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟରେ  ମହିଳା ବିଭାଗ ଚାମ୍ପିଅନ ମୟୂରଭଞ୍ଜ ଓ ପୁରୁଷ ବିଭାଗ ଚାମ୍ପିଅନ କୋଲକାତା । ବାରିପଦା ଠାରେ ଆୟୋଜିତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ। କୋଲକତା ର ଫ୍ୟୁଚର ହୋଲିକୁଇନ୍ସ ପୁରୁଷ ବିଭାଗରେ ଚାମ୍ପିଅନ ହୋଇଥିଲା ବେଳେ ମୟୂରଭଞ୍ଜର ଫ୍ୟୁଚର ଷ୍ଟାର ଏକାଡେମୀ ମହିଳା ବିଭାଗରେ ଚାମ୍ପିଅନ ହୋଇଛନ୍ତି। ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ବିଜୟୀ ଦଳକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଟ୍ରଫି ପ୍ରଦାନ କରିଥିଲେ।

Related posts

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

Odisha Sports Bureau

‘ହାଇଲୋ ଓପନ୍’ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍, ଭାରତ ପାଇଁ ସୁନିଶ୍ଚିତ କଲେ ସ୍ମରଣୀୟ ଦ୍ୱୈତ ସଫଳତା

Odisha Sports Bureau

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

Odisha Sports Bureau