Badminton

ଯୁଗଳ ସେମିରେ ମାୟା

ଚଳିତ ୟୁଏସ୍‌ ଓପନ୍‌ କନିଷ୍ଠ ପ୍ରତିଯୋଗିତାର ବାଳିକା ଯୁଗଳ ସେମିଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଟେନିସ୍‌ ଖେଳାଳି ମାୟା ରାଜେଶ୍ବରନ୍‌ ରେବତୀ ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ମାୟା ଓ ତାଙ୍କ ୟୁକ୍ରେନ୍‌ ସାଥୀ ଆଣ୍ଟୋନିନା ସୁଶକୋଭା ୬-୪, ୬-୪ ସିଧାସଳଖ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଫେଲିତ୍ସାତା ଡୋରୋଫିଭା-ରିବାସ୍‌ ଓ ଆନ୍ନା ପୁଶକାରେଭାଙ୍କୁ ପରାସ୍ତ କରିଥିଲେ।

Related posts

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau

ମାଙ୍କ ସହ ୟୁନିଭର୍ସାଲ ଥିମ ପାର୍କରେ ଖୁସିର ମୁହୁର୍ତ୍ତ କାଟୁଛନ୍ତି ସାଇନା

Odisha Sports Bureau

ବ୍ୟାଡମିଣ୍ଟନ୍ ଖେଳାଳି ଏନ ସିକ୍କି ରେଡ୍ଡୀ ଏବଂ ଫିଜିଓ କିରଣ ସି କରୋନା ପଜିଟିଭ୍

Odisha Sports Bureau