Cricket

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍ । ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଟେଷ୍ଟରୁ ୩୧ରନ କରି ସମାଲୋଚିତ ହୋଇଛନ୍ତି । ଆସନ୍ତା ୨୩ରେ ଜାମ୍ମୁ-କାଶ୍ମୀର ବିପକ୍ଷରେ ଖେଳିବ ମୁମ୍ବାଇ ।

Related posts

ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ହତ୍ୟା

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

Odisha Sports Bureau

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

Odisha Sports Bureau