Cricket

ବଡ଼ ସଫଳତା ହାସଲ କରିଛନ୍ତି ଶାମି

ଅଭିଜ୍ଞ ଭାରତୀୟ ପେସର ମହମ୍ମଦ ଶାମି ଅଗଷ୍ଟ 30 ତାରିଖରେ ବୃତ୍ତିଗତ କ୍ରିକେଟରେ 900 ୱିକେଟ ପୂରଣ କରିଥିଲେ। ସମସ୍ତ ଟି-20, ଲିଷ୍ଟ ଏ/ୱାନଡେ କ୍ରିକେଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ ସମେତ ବୃତ୍ତିଗତ କ୍ରିକେଟରେ 900 କିମ୍ବା ତା’ଠାରୁ ଅଧିକ ୱିକେଟ ନେବାରେ ଶାମି ହେଉଛନ୍ତି ଷଷ୍ଠ ଭାରତୀୟ ପେସର।

Veteran fast bowler Mohammed Shami has indicated that he has no fitness  concerns bothering him at the moment and could have played India's  recently-concluded Test series against the West Indies had he

ଦୁଲୀପ ଟ୍ରଫି 2026 ସେମିଫାଇନାଲର ପ୍ରଥମ ଦିନରେ ସେଣ୍ଟ୍ରାଲ ଜୋନ୍ ବୋଲିଂ ଅଲରାଉଣ୍ଡର ଅର୍ଶଦ ଖାନଙ୍କ ୱିକେଟ ନେଇ ଶାମି ଏହି ସଫଳତା ହାସଲ କରିଛନ୍ତି। ବୃତ୍ତିଗତ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ପେସରମାନେ ହେଉଛନ୍ତି — କପିଲ ଦେବ (୧,୧୭୦ ୱିକେଟ୍), ଜାହିର ଖାନ (୧,୧୬୮ ୱିକେଟ୍), ଜୟଦେବ ଉନାଦକଟ (୯୪୧ ୱିକେଟ୍), ଜାଭଗଲ ଶ୍ରୀନାଥ (୯୪୦ ୱିକେଟ୍), ବିନୟ କୁମାର (୯୨୩ ୱିକେଟ୍)।

Related posts

ଶ୍ରେୟସ ଆୟରଙ୍କୁ କାହିଁକି ମିଳିଛି ସରପଞ୍ଚ ଟ୍ୟାଗ୍…

Odisha Sports Bureau

ରୋହିତ ଶର୍ମାଙ୍କ ଭବିଶ୍ୟତକୁ ନେଇ ବଡ ବୟାନ ଦେଲେ ଗିଲ୍ ।

Odisha Sports Bureau

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau