basketball

୬୪ତମ ବାର୍ଷିକ ବାସ୍କେଟ ବଲ ଖେଳ ଉଦଯାପିତ ହୋଇଯାଇଛି

କଟକ: ଜବାହରଲାଲ ନେହେରୁ ଏଣ୍ଡୋରେ ଷ୍ଟାଡିୟମରେ ଗତ ୮ ତାରିଖରୁ ଆରମ୍ଭ ହୋଇ ୧୧ରେ ଶେଷ ହୋଇଛି | ଏଥିରେ ୨୯ ଟି ପୁରୁଷ ଦଳ ଏବଂ ୧୮ଟି ମହିଳା ଦଳ ଭାଗ ନେଇଥିଲେ | ଅତିଥି ଆଶୀର୍ବାଦ ବେହେରା ଓ ଅଭିଜିତ ପାଲ୍ ଓଡିଶା ଅଲମ୍ପିକ୍ସ ଆସୋସିଏସନର ସମ୍ପାଦକ ଯୋଗ ଦେଇଥିଲେ | ପୁରୁଷ ଫାଇନାଲରେ ଚମ୍ପିୟାନ ଓଡ଼ିଶା ଷ୍ଟୁଡେଣ୍ଟସ କ୍ଲବ୍ କଟକ, ରନର୍ସପ୍ ଗଞ୍ଜାମ ହୋଇଥିବା ବେଳେ ମହିଳା ଫାଇନାଲରେ ଚମ୍ପିୟାନ ପୁରୀ ଏବଂ ରନର୍ସପ ଏଣ୍ଟରପ୍ରେନେର କଟକ ରହିଛି |

Related posts

ପୁରୀରେ ଚଳିତ ମାସ ୨୨ରୁ ବାସ୍କେଟବଲ ଲିଗ

Odisha Sports Bureau

ବାସ୍କେଟ ବଲ୍ ଲିଗ୍ ଅନୁଷ୍ଠିତ

Odisha Sports Bureau

ବୁରୁଷ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ

Odisha Sports Bureau

Leave a Comment