Cricket

ବିସିସିଆଇ ଅଧ୍ୟକ୍ଷ ଶୌରଭ ଗାଙ୍ଗୁଲି ଅସୁସ୍ଥ

(ଓଡିଶା ସ୍ପୋର୍ଟସ୍): ଭାରତୀୟ କ୍ରିକେଟ୍ ଦଳର ପୂର୍ବତବ ଅଧିନାୟକ ଶୌରଭ ଗାଙ୍ଗୁଲି ଅସୁସ୍ଥ । ସୁଚନା ଅନୁଯାୟୀ, ଆଜି ସକାଳେ ବ୍ୟାୟାମ କରୁଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭକ କରିଥିଲେ । ଏହାପରେ ତାଙ୍କୁ କଲିକତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଞ୍ଜିଓପ୍ଲାଷ୍ଟି କରାଯିବା ପରେ ହସ୍ପିଟାଲରୁ ଘରକୁ ଫେରିବେ । ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍(ଆଇସିସି), ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଭଳି ଶୀର୍ଷ କ୍ରିକେଟ୍ ସଂଗଠନଗୁଡିକ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

The drug is classified as an inhibitor of PDE 5. cialis south africa According to the studies, the last component is found not only in the structure of the genital organ but also in the muscles of the skeleton, renal organization, pulmonary tissue, cerebellum.

Related posts

ଆଇପିଏଲରେ ଜବରଦସ୍ତ ମୁକାବିଲା ;ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ

Odisha Sports Bureau

ବାରବାଟୀରେ ଜୁନ ୧୨ରେ ଭାରତ ଦକ୍ଷିଣ ଆଫ୍ରିକା ଆନ୍ତର୍ଜାଜତୀୟ ମ୍ୟାଚ

Odisha Sports Bureau

ଚମ୍ପିଆନ୍ସ ଗଲଫ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ କପିଲ

Odisha Sports Bureau