Author : Odisha Sports Bureau

4758 Posts - 0 Comments
Athletics

ଇତିହାସ ରଚିଲେ ଗୁଲ୍ଭୀର, ଭାରୋତ୍ତୋଳନରେ ଚମକିଲେ ହରଜିନ୍ଦର

ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି । ପ୍ରଥମ ଛଅ ଦିନରେ ଦମଦାର ପ୍ରଦର୍ଶନ କରି ଭାରତ ୧୨ଟି ପଦକ ହାସଲ କରିଛନ୍ତି ଖେଳାଳିମାନେ...
Cricket

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି । ଗତ ଇଂଲଣ୍ଡ ଗସ୍ତ ସମୟରେ ଡୋସେଟ୍ ବିସିସିଆଇକୁ ଇସ୍ତଫା ନିଷ୍ପଭି ଜଣାଇଥିଲେ । ଭାରତ ଟି-୨୦ ୱାର୍ଲ୍ଡ...
Cricket

ପ୍ରଥମ ଟେଷ୍ଟରେ ପାକିସ୍ତାନର ଶୋଚନୀୟ ପରାଜୟ

ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୯୦ ରନ୍‌ରେ ବିଜୟୀ ହୋଇ ସିରିଜରେ ଏକ ଶୂନ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ପାକିସ୍ତାନ ସମ୍ମୁଖରେ ବିଜୟ...
High Jump

ଦିନମଜୁରିଆଙ୍କ ଝିଅ ପୂଜା ସିଂହଙ୍କ ଅବିଶ୍ୱସନୀୟ ସଂଘର୍ଷ ଏବଂ ସଫଳତାର କାହାଣୀ…

ହରିୟାଣାର ଫତେହାବାଦ ଜିଲ୍ଲାର ଏକ କ୍ଷୁଦ୍ର ଗାଁ ବସ୍ତିରୁ ଗ୍ଲାସଗୋ ପର୍ଯ୍ୟନ୍ତ ପୂଜା ସିଂହଙ୍କ ଯାତ୍ରା କେବଳ ଏକ କ୍ରୀଡ଼ାଗତ ସଫଳତା ନୁହେଁ, ବରଂ ଏହା ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ସଂଘର୍ଷର ଏକ...
Cricket

ଆଇସିସି ରାଙ୍କିଂ: ଦିନିକିଆରେ ପୁଣି ଶୀର୍ଷରେ ଶୁଭମନ ଗିଲ୍, ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଜମ୍ପ୍

ଆଇସିସି ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ ରାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ପାଇଁ ବଡ଼ ଖୁସିଖବର ଆସିଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପୁଣିଥରେ ଆଇସିସି ଦିନିକିଆ (ODI) ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଅନ୍ୟପକ୍ଷରେ,...
Cricket

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ ।...
Cricket

NEET ପରୀକ୍ଷା ବିବାଦ ମଧ୍ୟରେ ଶୁଭମନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ…

Odisha Sports Bureau
NEET ପରୀକ୍ଷା ବିବାଦ ଏବଂ ଏହା ସହିତ ଜଡିତ ଛାତ୍ରଙ୍କ ପ୍ରତିବାଦ ମଧ୍ୟରେ, ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ ଏବଂ ODI ଅଧିନାୟକ ଶୁଭମନ ଗିଲ୍ ପ୍ରଥମ ଥର ପାଇଁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।...
Cricket

ICC 2027 ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ସ୍ଥାନ ଚୂଡ଼ାନ୍ତ…

୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ତାରିଖ ଏବଂ ସ୍ଥାନ ନିଶ୍ଚିତ ହୋଇଛି। ଆସନ୍ତା ବର୍ଷ ଲଣ୍ଡନର ଓଭାଲରେ ଫାଇନାଲ୍ ଖେଳାଯିବ। ୨୦୨୩ ଫାଇନାଲ୍ ମଧ୍ୟ ସେହି ସ୍ଥାନରେ ଖେଳାଯାଇଥିଲା, ଯେଉଁଠାରେ ଅଷ୍ଟ୍ରେଲିଆ...
Cricket

ଦୁନିଆର ଶୀର୍ଷ ୫ ବ୍ୟାଟରଙ୍କ ମଧ୍ୟରେ ପଛରେ ଅଛନ୍ତି ଶୁଭମନ ଗିଲ୍…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଦ୍ୟତମ ଏକଦିବସୀୟ ବ୍ୟାଟିଂ ରାଙ୍କିଂ ପ୍ରକାଶ କରିଛି। ସମଗ୍ର ଦେଶ ଆଶା କରୁଥିଲା ଯେ...
Cricket

ଲର୍ଡସ୍‌ରେ ଐତିହାସିକ ଶତକ ପରେ ପୁଣି ଚର୍ଚ୍ଚାରେ ରୋହିତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ଲର୍ଡସ୍‌ରେ ଐତିହାସିକ ଶତକ ପରେ ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ରୋହିତ...