Cricket

ସାତ ଜନ୍ମର ସାଥୀ ହେଲେ ଅନିରୁଦ୍ଧ ଓ କାବ୍ୟା

ସାତ ଜନ୍ମର ସାଥୀ ହେଲେ ଅନିରୁଦ୍ଧ ଓ କାବ୍ୟା। ଗ୍ରୀସ୍‌ରେ ଧୁମ୍‌ଧାମ୍‌ରେ ହେଲା ଏହି ହାଇପ୍ରୋଫାଇଲ୍ ବିବାହ। ତାମିଲ୍ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦର ସହମାଲିକ କାବ୍ୟା ମାରନ୍ ଏବେ ସ୍ୱାମୀ-ସ୍ତ୍ରୀ। ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ ଏକ ଘରୋଇ ଡେଷ୍ଟିନେସନ୍ ୱେଡିଂରେ ଉଭୟ ପରସ୍ପରର ହାତ ଧରିଛନ୍ତି। ବିବାହ ପରେ ଅନିରୁଦ୍ଧ ନିଜ ସୋସିଆଲ୍ ମିଡିଆରେ ପ୍ରଥମ ବିବାହ ଫଟୋ ସେୟାର କରିଛନ୍ତି। ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍ ଭାଇରାଲ୍ ହେଉଛି।

Anirudh Ravichander And Kavya Maran Get Married In Greece. A Look At Their  Relationship

ଏହି ବିବାହ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ, ଏମ୍.କେ. ଷ୍ଟାଲିନ୍‌ଙ୍କ ସମେତ ଅନେକ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ। ଏପଟେ ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଆୟୋଜନ ହେବାକୁ ଯାଉଛି। ତେବେ ଏହି ଷ୍ଟାର୍ କପଲ୍‌ଙ୍କ ବିବାହକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଏବେ ଖୁବ୍ ଉତ୍ସାହ।

Related posts

ନୂଆ ହେଡ୍ କୋଚ୍ ଭାବେ ଦାୟିତ୍ବ ନେଇଛନ୍ତି ସୌରଭ ଗାଙ୍ଗୁଲି

Odisha Sports Bureau

ଆସନ୍ତାକାଲି ୪ର୍ଥ ଦିନିକିଆ ହାମିଲଟନରେ

Odisha Sports Bureau

ନିର୍ଣ୍ଣାୟକ ମୋଡ଼ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ, ICC ସମ୍ମୁଖରେ 3ଟି ସର୍ତ୍ତ ରଖିଲା PCB

Odisha Sports Bureau