Cricketବିରାଟଙ୍କ ପରବର୍ତ୍ତୀ ଠିକଣା କ’ଣ ବଲିଉଡ୍ ହେବ?Odisha Sports BureauOctober 6, 2026 by Odisha Sports BureauOctober 6, 202606 ବିରାଟ କୋହଲି ଅଗଣିତ ରେକର୍ଡ ଭାଙ୍ଗିଛନ୍ତି ଏବଂ କ୍ରିକେଟ୍ ପଡ଼ିଆରେ ପ୍ରଶଂସକଙ୍କ ମନୋରଞ୍ଜନ କରିବାରେ ବର୍ଷ ବର୍ଷ ବିତାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ବିଶ୍ୱାସ କରନ୍ତି ଯେ କୋହଲିଙ୍କ ପାଖରେ ନିଶ୍ଚିତ...
Cricketକ୍ୟାପଟେନ୍ ପଦ ଛାଡ଼ିଲେ ହରମନପ୍ରୀତOdisha Sports BureauOctober 6, 2026 by Odisha Sports BureauOctober 6, 2026010 ଟିମ୍ ଇଣ୍ଡିଆ କ୍ୟାପଟେନ୍ ପଦ ଛାଡ଼ିଲେ ହରମନପ୍ରୀତ କୌର। ସବୁ ଫର୍ମାଟ କ୍ୟାପଟେନ୍ ପଦରୁ ଇସ୍ତଫା ଦେଲେ ହରମନପ୍ରୀତ। ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ ହରମନପ୍ରୀତ। ଦୀର୍ଘ ଦିନ ଭାରତୀୟ ମହିଳା...
Cricketନୂଆ ହେଡ୍ କୋଚ୍ ଭାବେ ଦାୟିତ୍ବ ନେଇଛନ୍ତି ସୌରଭ ଗାଙ୍ଗୁଲିOdisha Sports BureauOctober 6, 2026 by Odisha Sports BureauOctober 6, 202605 ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) 2027 ସିଜିନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ସେ ସଂଗଠନ ମଧ୍ୟରେ ବିଭିନ୍ନ ଭୂମିକାରେ ବର୍ଷ ବର୍ଷ...
Cricketଫାଇନାଲରେ ମାଲେସିଆକୁ ୫-୧ରେ ହରାଇଲା ଭାରତ, ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ଟିକେଟ୍ ପକ୍କାOdisha Sports BureauOctober 3, 2026 by Odisha Sports BureauOctober 3, 2026013 ଏସୀୟ କ୍ରୀଡ଼ାର ପୁରୁଷ ହକି ଫାଇନାଲରେ ଦମ୍ଦାର ବିଜୟ ହାସଲ କରିଛି ଭାରତ। ଫାଇନାଲ ମୁକାବିଲାରେ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି।...
Cricketଗୌହାଟୀ ଦିନିକିଆ: ଭାରତର ଐତିହାସିକ ବିଜୟ ଏବଂ ରେକର୍ଡର ବର୍ଷାOdisha Sports BureauOctober 1, 2026October 1, 2026 by Odisha Sports BureauOctober 1, 2026October 1, 2026016 ଗୌହାଟୀରେ ଖେଳାଯାଇଥିବା ରୋମାଞ୍ଚକର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ୍ ହରାଇ ୪୦୫ ରନ୍ର ବିଶାଳ...
Cricketବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ଏହି ଖେଳାଳିଙ୍କ ନାଁରେOdisha Sports BureauSeptember 28, 2026 by Odisha Sports BureauSeptember 28, 2026022 ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର। ଭାରତୀୟ ଦଳ ମଧ୍ୟ ଶକ୍ତିଶାଳୀ ଟିମ୍ ଗଠନ ଦିଗରେ ଆଗକୁ ବଢୁଛି। ତେବେ ବିଶ୍ୱକପ୍ ରେକର୍ଡ କଥା ଆସିଲେ, ଭାରତୀୟ ତାରକା ରୋହିତ ଶର୍ମାଙ୍କ...
Cricket୧୭ ବର୍ଷୀୟ ଲକ୍ଷ୍ୟ ରାଇଚନ୍ଦାନିଙ୍କ ବ୍ୟାଟ୍ ଅପ୍ରତିରୋଧOdisha Sports BureauSeptember 28, 2026September 28, 2026 by Odisha Sports BureauSeptember 28, 2026September 28, 2026021 ରାଜକୋଟରେ ଖେଳାଯାଉଥିବା ଯୁବ ଟେଷ୍ଟରେ ଭାରତର ୧୯ ବର୍ଷରୁ କମ୍ ଦଳ ଅଷ୍ଟ୍ରେଲିଆ ଉପରେ ଅଗ୍ରଣୀ ହାସଲ କରିଛି। ଲକ୍ଷ୍ୟ ରାଇଚନ୍ଦାନି ଆଉ ଏକ ଶତକ ହାସଲ କରି ଭାରତର ନେତୃତ୍ୱ ନେବାରେ ପ୍ରମୁଖ...
Cricketଆଝାରୁଦ୍ଦିନଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗିଲେ କୋହଲିOdisha Sports BureauSeptember 27, 2026 by Odisha Sports BureauSeptember 27, 2026015 ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସହ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ବିରାଟ କୋହଲି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ମଇଦାନକୁ ଓହ୍ଲାଇବା ମାତ୍ରେ କୋହଲି ଭାରତୀୟ...
Cricket୨୦୨୭ ବିଶ୍ୱକପ୍କୁ ନେଇ ନିଜ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ବିରାଟ-ରୋହିତOdisha Sports BureauSeptember 27, 2026 by Odisha Sports BureauSeptember 27, 2026015 ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍କୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ କ୍ରିକେଟର ଦୁଇ ଭେଟେରାନ୍ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଜିଓ-ଷ୍ଟାର୍କୁ...
Cricket୨୦ ବର୍ଷ ପରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍Odisha Sports BureauSeptember 27, 2026 by Odisha Sports BureauSeptember 27, 2026021 ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିବ ଭାରତ। ରବିବାର ଖେଳାଯିବା ପ୍ରଥମ ମ୍ୟାଚ୍ରେ ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ପଡ଼ିଆକୁ...