Shootingସୁଟିଂରେ ଆଉ ଏକ ରୌପ୍ୟ ପାଇଲା ଭାରତOdisha Sports BureauSeptember 28, 2026 by Odisha Sports BureauSeptember 28, 2026025 ସୁଟିଂରେ ଭାତରକୁ ପୁଣି ରୌପ୍ୟ ପଦକ । ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ସୋମବାର ସୁଟିଂରେ ଭାତରକୁ ଏହି ରୌପ୍ୟ ପଦକ ମିଳିଛି । ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ...
More Sports Shootingଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହOdisha Sports BureauFebruary 4, 2026 by Odisha Sports BureauFebruary 4, 20260115 ଅଲିମ୍ପିଆନ୍ ଇଶା ସିଂହ ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ମହିଳା 10 ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ , ଯେତେବେଳେ ପୁରୁଷ ଇଭେଣ୍ଟରେ ବିଶ୍ୱ ଚାମ୍ପିଅନ୍ ସମ୍ରାଟ ରାଣା ବୁଧବାର ନୂଆଦିଲ୍ଲୀରେ କାଂସ୍ୟ...
Shootingସେ ତାଙ୍କୁ ବଳପୂର୍ବକ ଏକ ହୋଟେଲ ରୁମକୁ ନେଇଗଲେ, ତା’ପରେ… ସଙ୍ଘୀନ ଅଭିଯୋଗ ଆଣିଲେ ଯୁବତୀOdisha Sports BureauJanuary 8, 2026 by Odisha Sports BureauJanuary 8, 2026074 ହରିୟାଣା ପୋଲିସ ଜଣେ ସୁଟିଂ ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ବଳାତ୍କାରର ଅଭିଯୁକ୍ତ ମହିଳା ଆଥଲେଟ୍ ଜଣେ ନାବାଳକ ଏବଂ ଜଣେ ଜାତୀୟ ସ୍ତରର ସୁଟର।...
Shootingଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀOdisha Sports BureauMay 23, 2025 by Odisha Sports BureauMay 23, 20250119 ଭୁବନେଶ୍ଵର-: ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ...
Shootingରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଅନୁଗୁଳ ଝୀଅ ଦିବ୍ୟାସା ପ୍ରିୟଦର୍ଶିନୀ ଚୋପଦାରOdisha Sports BureauOctober 17, 2023 by Odisha Sports BureauOctober 17, 20230165 ଅନୁଗୁଳ/ ପ୍ରେମାନନ୍ଦ : ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ଜିତିଲେ ଅନୁଗୁଳ ଝୀଅ । କଲିକତା ଠାରେ ଅନୁଷ୍ଠିତ ହୋଇଥିବା ସିବିଏସଇ ଫାର ଇଷ୍ଟ ଜୋନ ରାଇଫଲ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି...
Shooting୫୦ ମିଟର ଏୟାର ରାଇଫଳରେ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣOdisha Sports BureauSeptember 29, 2023 by Odisha Sports BureauSeptember 29, 20230170 ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ...
More Sports Shootingଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନାOdisha Sports BureauMarch 26, 2022 by Odisha Sports BureauMarch 26, 20220381 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି...
Shootingଭାରତୀୟ ପାରାସୁଟରଙ୍କ କମାଲOdisha Sports BureauSeptember 4, 2021 by Odisha Sports BureauSeptember 4, 20210406 ଟୋକିଓ: ଟୋକିଓ ପାରାଅଲିମ୍ପିକର ଏକାଦଶତମ ଦିବସରେ ଭାରତ ଉପରେ ସୁନା ଏବଂ ରୂପାର ବର୍ଷା ହୋଇଛି । ଦିନର ଆରମ୍ଭରୁ ଭାରତୀୟ ଶୁଟରମାନଙ୍କୁ ଦୁଇଟି ପଦକ ହାସଲ ହୋଇଛି । ଶୁଟିଂରେ ଭାରତୀୟ ଆଥଲେଟ...
Shootingଇତିହାସ ସୃଷ୍ଟି କଲେ ସୌରଭOdisha Sports BureauJanuary 16, 2021February 24, 2021 by Odisha Sports BureauJanuary 16, 2021February 24, 20210290 (ଓଡିଶା ସ୍ପୋର୍ଟସ୍): ଭାରତୀୟ ସୁଟର ସୌରଭ ଚୌଧୁରୀ ରାଷ୍ଟ୍ରିୟ ସୁଟର ଟ୍ରାୟଲ୍ସ୍ ୧୦ ମିଟର ଏୟାର ପିସ୍ତଲ ପୁରୁଷ ବିଭାଗରେ ଟାଇଟଲ୍ ନିଜ ନାମରେ କରିଛନ୍ତି । ୧୯ ବର୍ଷିୟ ସୌରଭ ଫାଇନାଲରେ ୨୪୬.୯...
Shootingଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣOdisha Sports BureauOctober 19, 2020 by Odisha Sports BureauOctober 19, 20200351 (ଓଡିଶା ସ୍ପୋର୍ଟସ୍): ବିଶ୍ୱର ନମ୍ବର ୱାନ ଭାରତୀୟ ସୁଟର ଏଲାଭେନିଲ ଭାଲାରିଭାନ (୬୨୭.୫ ପଏଣ୍ଟ) ରବିବାର ଦିନ ଶେଖ ରସେଲ ଅନ୍ତର୍ଜାତୀୟ ଏୟାର ରାଇଫଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଏବଂ ଶାହ ତୁଷାର ମନେ (୬୨୩.୮...