ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (MYAS) ସୂତ୍ର ଅନୁଯାୟୀ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ (JLN) ରେ ଏକ ନୂତନ କ୍ରୀଡା ସହର ବିକଶିତ ହେବାକୁ ଯାଉଛି, ଯେଉଁଥିରେ ଅଷ୍ଟ୍ରେଲିଆ ଏବଂ...
