Cricketରେକର୍ଡ କଲେ ବିରାଟ କୋହଲିOdisha Sports BureauApril 28, 2026 by Odisha Sports BureauApril 28, 2026072 ଆଇପିଏଲରେ ୯,୦୦୦ ରନ ପୂରଣ କରିବାରେ, କୋହଲି ପ୍ରଥମ ବ୍ୟାଟସମ୍ୟାନ୍ । ଆଇପିଏଲ ୨୦୨୬ର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସକୁ ନଅ ୱିକେଟରେ ପରାସ୍ତ କରିଛି। ଗତକାଲି ଅରୁଣ ଜେଟଲି...
Cricketଆଘାତ ହେବାରୁ ବାଦ୍ ପଡିଲେ ଆୟୁଷOdisha Sports BureauApril 21, 2026 by Odisha Sports BureauApril 21, 20260138 ଆଘାତ କାରଣରୁ ବାଦ୍ ପଡିଲେ ଆୟୁଷ ମହାତ୍ରେ । ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟସମ୍ୟାନ୍ ଆୟୁଷ ମହାତ୍ରେ, IPL 2026ରୁ ବାଦ ପଡ଼ିଛନ୍ତି। ଦଳ ନିଶ୍ଚିତ କରିଛି ଯେ, 18 ବର୍ଷୀୟ ଏହି ବ୍ୟାଟସମ୍ୟାନ୍...
Uncategorizedବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍Odisha Sports BureauApril 11, 2026 by Odisha Sports BureauApril 11, 2026093 ଭାରତୀୟ ସଟଲର ଆୟୁଷ ଶେଟ୍ଟି, ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। 60 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ, ଜଣେ ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ପହଞ୍ଚିଛନ୍ତି। ଆୟୁଷଙ୍କ ପୂର୍ବରୁ...
Cricketଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତାOdisha Sports BureauApril 6, 2026 by Odisha Sports BureauApril 6, 20260148 ଆଜି କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ, ଆଇ.ପି.ଏଲର ଦ୍ୱାଦଶ ମ୍ୟାଚ୍ ଖେଳାଯାଉଛି। କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ...
Cricketବାଜି ମାରିନେଲା ଦିଲ୍ଲୀOdisha Sports BureauApril 4, 2026 by Odisha Sports BureauApril 4, 2026073 ଆଇପିଏଲର ଅଷ୍ଟମ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଛଅ ୱିକେଟରେ ପରାସ୍ତ କରିଛି। ଏହା ଡିସିର ଲଗାତାର ଦ୍ୱିତୀୟ ବିଜୟ। ଆଜିର ମ୍ୟାଚ୍ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଉଥିବା ବେଳେ,...
Cricketଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬୩ ରନର ଟାର୍ଗେଟOdisha Sports BureauApril 4, 2026 by Odisha Sports BureauApril 4, 2026089 ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯାଉଛି। ଅରୁଣ ଜେଟଲି ଷ୍ଟାଡିୟମରେ ଦିନର ପ୍ରଥମ ମ୍ୟାଚ୍ ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ୨୦ ଓଭରରେ ୬ ୱିକେଟ୍...
Cricketମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍Odisha Sports BureauMarch 29, 2026 by Odisha Sports BureauMarch 29, 2026082 ଚଳିତ ବର୍ଷ ଆଇ.ପି.ଏଲ୍ ସିଜିନର ପ୍ରଥମ ମ୍ୟାଚ୍, ଗତକାଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ରେ ବାଙ୍ଗାଲୋର, ୬ ଓ୍ୱିକେଟରେ ବିଜୟ...
Cricketଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତିOdisha Sports BureauMarch 28, 2026March 28, 2026 by Odisha Sports BureauMarch 28, 2026March 28, 2026080 ଆଜିଠାରୁ IPLର 19ତମ ସିଜିନ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...
Cricket୧୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକାOdisha Sports BureauMarch 22, 2026March 22, 2026 by Odisha Sports BureauMarch 22, 2026March 22, 2026084 ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ୱେଲିଂଟନରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କରି ସିରିଜକୁ ୨-୨ ସମାନ କରିଛି।...
Uncategorizedପାକିସ୍ତାନର ଆକ୍ରମଣକୁ ନିନ୍ଦାOdisha Sports BureauMarch 17, 2026 by Odisha Sports BureauMarch 17, 2026087 ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ...