Cricket

ଆଘାତ ହେବାରୁ ବାଦ୍ ପଡିଲେ ଆୟୁଷ

ଆଘାତ କାରଣରୁ ବାଦ୍ ପଡିଲେ ଆୟୁଷ ମହାତ୍ରେ । ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟସମ୍ୟାନ୍ ଆୟୁଷ ମହାତ୍ରେ, IPL 2026ରୁ ବାଦ ପଡ଼ିଛନ୍ତି। ଦଳ ନିଶ୍ଚିତ କରିଛି ଯେ, 18 ବର୍ଷୀୟ ଏହି ବ୍ୟାଟସମ୍ୟାନ୍ ହାମଷ୍ଟ୍ରିଙ୍ଗ୍ ଆଘାତରେ ପୀଡିତ ।  ଏବଂ ତାଙ୍କୁ 6 ରୁ 12 ସପ୍ତାହ ପାଇଁ ବିଶ୍ରାମ କରିବାକୁ ପଡିବ।

ସୂଚନା ଅନୁଶାରେ, ୧୮ ଏପ୍ରିଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ଆୟୂଷ ଆଘାତ ପାଇଥିଲେ। ଦ୍ୱିତୀୟ ରନ କରିବାକୁ ଚେଷ୍ଟା କରିବା ସମୟରେ, ହାମଷ୍ଟ୍ରିଙ୍ଗ୍ ଆଘାତ ପାଇଥିଲେ । ମ୍ୟାଚ୍ ସମୟରେ ତାଙ୍କୁ ଦୁଇଥର ପଡ଼ିଆରେ ଚିକିତ୍ସା କରାଯାଇଥିଲା ।  କିନ୍ତୁ ତାଙ୍କ ଆଉଟ୍ ପରେ, ରାମକୃଷ୍ଣ ଘୋଷ ଏବଂ ଫିଜିଓ ଟମି ସିମସେକ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ପରେ ସୋମବାର ସ୍କାନ କରାଯାଇଥିଲା, ଯାହା ଆଘାତର ଗମ୍ଭୀରତାକୁ ପ୍ରକାଶ କରିଥିଲା।

Related posts

ଏସିଆ କପରେ ପୁଣି ବିବାହ କରିବେ ଶାହିନ ଆଫ୍ରିଦ

Odisha Sports Bureau

ଆଇପିଏଲରେ ଷ୍ରେଷ୍ଠ ୫ଟି ଲମ୍ବା ଛକା ମାରିଥିବା ଖେଳାଳି

Odisha Sports Bureau

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

Odisha Sports Bureau