Cricket

ବାଜି ମାରିନେଲା ଦିଲ୍ଲୀ

ଆଇପିଏଲର ଅଷ୍ଟମ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଛଅ ୱିକେଟରେ ପରାସ୍ତ କରିଛି। ଏହା ଡିସିର ଲଗାତାର ଦ୍ୱିତୀୟ ବିଜୟ। ଆଜିର ମ୍ୟାଚ୍ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଉଥିବା ବେଳେ, ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ କରିଥିଲା। କିନ୍ତୁ ଦିଲ୍ଲୀ ୧୮.୧ ଓଭରରେ ମାତ୍ର ଚାରି ୱିକେଟ ହରାଇ ୧୬୩ ରନର ଲକ୍ଷ୍ୟ ହାସଲ କରିଥିଲା।

Related posts

IPL ପରେ ଟିମ୍ ଇଣ୍ଡିଆର ବ୍ୟସ୍ତ ସୂଚୀ: ୩୦ ଦିନରେ ୧୦ଟି T20 ମ୍ୟାଚ୍

ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

Odisha Sports Bureau