Cricketରେକର୍ଡ କଲେ ବିରାଟ କୋହଲିOdisha Sports BureauApril 28, 2026 by Odisha Sports BureauApril 28, 2026018 ଆଇପିଏଲରେ ୯,୦୦୦ ରନ ପୂରଣ କରିବାରେ, କୋହଲି ପ୍ରଥମ ବ୍ୟାଟସମ୍ୟାନ୍ । ଆଇପିଏଲ ୨୦୨୬ର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସକୁ ନଅ ୱିକେଟରେ ପରାସ୍ତ କରିଛି। ଗତକାଲି ଅରୁଣ ଜେଟଲି...
Cricketଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତିOdisha Sports BureauMarch 28, 2026March 28, 2026 by Odisha Sports BureauMarch 28, 2026March 28, 2026037 ଆଜିଠାରୁ IPLର 19ତମ ସିଜିନ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...
Uncategorized୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତOdisha Sports BureauFebruary 2, 2025 by Odisha Sports BureauFebruary 2, 2025094 ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ ଇଣ୍ଡିଆ । ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ । କ୍ରମାଗତ...
Cricketଆଜି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲ କରିବ ଭାରତOdisha Sports BureauFebruary 2, 2025 by Odisha Sports BureauFebruary 2, 20250106 ଭାରତ ଆଜି ପଞ୍ଚମ ଏବଂ ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲା କରିବ । ଯେତେବେଳେ ଭାରତ ପଞ୍ଚମ ୱିକେଟ ପାଇଁ କ୍ଷେତ୍ରରକ୍ଷଣ କରିବ , ସମସ୍ତଙ୍କ ନଜର ଟପ...
Cricket୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମାOdisha Sports BureauJanuary 14, 2025 by Odisha Sports BureauJanuary 14, 2025088 ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ...
CricketBCCI ର ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆOdisha Sports BureauJanuary 12, 2025 by Odisha Sports BureauJanuary 12, 2025074 ନୂଆଦିଲ୍ଲୀ: ପୂର୍ବତନ ଓ୍ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ଦେବଜିତ ସାଇକିଆ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପଦକ। ତାଙ୍କୁ ବିସିସିଆଇ ସଭାପତି ରୋଜର ବିନ୍ନି କାର୍ୟ୍ୟକାରୀ ସମ୍ପଦକ...
Cricketପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାOdisha Sports BureauNovember 16, 2024 by Odisha Sports BureauNovember 16, 20240131 ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ...
Cricket୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀOdisha Sports BureauSeptember 25, 2024September 25, 2024 by Odisha Sports BureauSeptember 25, 2024September 25, 20240118 ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନ୍ରେ ଜିତିବା ପରେ କାନପୁରରେ ୨୭ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ହେଉଛନ୍ତି ରୋହିତ ବାହିନୀ। ଶୃଙ୍ଖଳାରେ...
Cricketବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆOdisha Sports BureauSeptember 22, 2024September 22, 2024 by Odisha Sports BureauSeptember 22, 2024September 22, 20240103 ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ...
Cricketଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍ ଧମାକା ସହ ୨୮୦ ରନ୍ରେ ହାରିଲା ବାଂଲାଦେଶOdisha Sports BureauSeptember 22, 2024September 22, 2024 by Odisha Sports BureauSeptember 22, 2024September 22, 20240109 ଭାରତ ଜିତିଲା ପ୍ରଥମ ଟେଷ୍ଟ | ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍ ଧମାକା ସହ ୨୮୦ ରନ୍ରେ ହାରିଲା ବାଂଲାଦେଶ | ଫଳରେ...