Cricket

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି

ଆଜିଠାରୁ IPLର 19ତମ ସିଜିନ୍ ଆରମ୍ଭ ହେଉଛି।  ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଟି ବେଙ୍ଗାଲୁରୁର ଘରୋଇ ପଡ଼ିଆ, ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା 7:30 ରେ ଆରମ୍ଭ ହେବ।

Related posts

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau

ଶାରା-ଶୁଭବନ ବିବାହକୁ ନେଇ ଚର୍ଚ୍ଚା , ଭାଇରାଲ ହେଉଛି ଭିଡିଓ

Odisha Sports Bureau

ଆସିଲା ଆଇସିସିର ନୂଆ ଅପଡେଟ

Odisha Sports Bureau