Cricketଆଜି ଗୁଜରାଟ ବନାମ୍ ରାଜସ୍ଥାନOdisha Sports BureauMay 9, 2026 by Odisha Sports BureauMay 9, 2026044 ଆଜି ଆଇ.ପିଏ.ଲ-୨୦୨୬ର ୫୨ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ରାଜସ୍ଥାନର ଘରୋଇ ପଡ଼ିଆ, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବ। ଶୁଭମନ...
Cricketମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍Odisha Sports BureauMarch 29, 2026 by Odisha Sports BureauMarch 29, 2026062 ଚଳିତ ବର୍ଷ ଆଇ.ପି.ଏଲ୍ ସିଜିନର ପ୍ରଥମ ମ୍ୟାଚ୍, ଗତକାଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ରେ ବାଙ୍ଗାଲୋର, ୬ ଓ୍ୱିକେଟରେ ବିଜୟ...
Cricketଆଜି ମୁମ୍ବାଇ ଓ କୋଲକତାOdisha Sports BureauMarch 29, 2026 by Odisha Sports BureauMarch 29, 2026043 ଚଳିତ ସିଜିନ IPLର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ...
Cricketପ୍ରଥମେ ବ୍ୟାଟିଂ କରିବ ଭାରତOdisha Sports BureauMarch 8, 2026 by Odisha Sports BureauMarch 8, 2026054 ଆଜି ସୁପର ସଣ୍ଡେରେ, ସୁପର୍ ଫାଇଟ୍ । ଟି୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଗୋଟେପଟେ ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ...
Cricketପାକିସ୍ତାନ ଖେଳାଳୀଙ୍କୁ ୫୦ ଲକ୍ଷ ଜୋରିମାନାOdisha Sports BureauMarch 2, 2026 by Odisha Sports BureauMarch 2, 2026048 ଟି-୨୦ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ତାର ଖେଳାଳିମାନଙ୍କ ଉପରେ ଜରିମାନା ଲଗାଇବାକୁ ଯୋଜନା କରୁଛି। ଶୁଣିବାକୁ ମିଳୁଛି, ପ୍ରତ୍ୟେକ...
Cricketଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPLOdisha Sports BureauFebruary 28, 2026 by Odisha Sports BureauFebruary 28, 20260152 ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL । ୨୦୨୬ର କାର୍ଯ୍ୟସୂଚୀକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ଅନୁସାରେ, IPL ୨୦୨୬ ଏବେ ମାର୍ଚ୍ଚ ୨୬ ତାରିଖ ପରିବର୍ତ୍ତେ ୨୮ ମାର୍ଚ୍ଚରେ...
Cricketଦଳରେ ରହିବେ, କିନ୍ତୁ ମ୍ୟାଚ୍ ଖେଳିବେନି ଧୋନୀ !Odisha Sports BureauFebruary 23, 2026 by Odisha Sports BureauFebruary 23, 2026060 ଚଳିତ ଆଇ.ପି.ଏଲ୍ ସିଜିନରେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ ମହେନ୍ଦ୍ର ସିଂହ ଧୋନି । ସି.ଏସ.କେ ମ୍ୟାନେଜମେଣ୍ଟ, ଧୋନୀଙ୍କ ଦଲରେ ରହିବା ନିଶ୍ଚିତ କରିଛି । କିନ୍ତୁ କାର୍ଯ୍ୟଭାର ପରିଚାଳନା ଯୋଗୁଁ ସେ...
Uncategorizedପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶOdisha Sports BureauFebruary 9, 2026 by Odisha Sports BureauFebruary 9, 2026069 ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ । ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ୧୫ ଫେବୃଆରୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ମ୍ୟାଚ୍ ପାଇଁ ପାକିସ୍ତାନ ପଡ଼ିଆକୁ...
Cricketକ୍ୟାପ୍ଟେନ୍ କହିଲେ ଭାରତ ଖେଳିବOdisha Sports BureauFebruary 5, 2026February 5, 2026 by Odisha Sports BureauFebruary 5, 2026February 5, 2026065 ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ମତ ସ୍ପଷ୍ଟ କରିଛନ୍ତି। ଆଜି ମୁମ୍ବାଇରେ, ସୂର୍ୟ୍ୟ କହିଥିଲେ ଯେ ଭାରତ ମ୍ୟାଚ୍...
Cricket୧ ୱିକେଟ ହରାଇ ୧୧ ରନOdisha Sports BureauFebruary 3, 2026 by Odisha Sports BureauFebruary 3, 2026065 WPLର ଚତୁର୍ଥ ସିଜିନର ଏଲିମିନେଟର ମ୍ୟାଚ୍, ଗୁଜରାଟ ଜାଏଣ୍ଟ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତିନି ଓଭର ପରେ ଗୁଜୁରାଟ ୧...