Cricketପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛିOdisha Sports BureauOctober 27, 2018 by Odisha Sports BureauOctober 27, 20180700 ପ୍ରଥମଥର ପାଇଁ ଭାରିତୀୟ ଟ୍ୱେଣ୍ଟି -୨୦ଦଳରୁ ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନି ବାଦ୍ ପଡ଼ିଛନ୍ତି । ୨୦୦୬ରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟ ୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ସେବେଠାରୁ ଧୋନି କ୍ରମାଗତ...
More Sportsଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତାOdisha Sports BureauOctober 26, 2018October 27, 2018 by Odisha Sports BureauOctober 26, 2018October 27, 20180618 (ଆଦର୍ଶ ରାଉତ): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡ଼ିୟମ୍ରେ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା...
More Sportsଆଜିଠୁ ଆରମ୍ଭ ହେଉଛି ଏସୀୟ ରଗବି ସେଭେନ୍ସOdisha Sports BureauOctober 26, 2018 by Odisha Sports BureauOctober 26, 20180735 ଆଜିଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ବାଳିକା ଏସୀୟ ରଗବି ସେଭେନ୍ସ ପ୍ରତିଯୋଗିତା । ଭାରତ ପ୍ରଥମଥର ପୋଡିୟମରେ ପହଞ୍ଚିବା ନେଇ ଆଶାବାଦୀ ରହିଛି । ବିଗତ ଦୁଇ ସଂସ୍କରଣ ୟୁଏଇର ଦୁବାଇରେ ଅନୁଷ୍ଠିତ...
Badmintonସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେOdisha Sports BureauOctober 26, 2018 by Odisha Sports BureauOctober 26, 20180980 ଭାରତୀୟ ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ, ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ ବିଡବ୍ଲ୍ୟୁଏଫ୍ ଟୁର ସୁପର ୭୫୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...
Cricketବିରାଟଙ୍କ ନୂଆ ରେକର୍ଡ଼ ନେଇ ତାଙ୍କୁ ଅଭିନୟ ଊପାୟରେ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ପୋଲିସOdisha Sports BureauOctober 26, 2018 by Odisha Sports BureauOctober 26, 20180609 (ରିପୋର୍ଟସ ଟୁଡ଼େ): ବିରାଟଙ୍କ ନୂଆ ରେକର୍ଡ଼ ପାଇଁ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ୧୦ ହଜାର କ୍ଲବ ରନ୍ରେ ସାମିଲ ହୋଇ ଫ୍ୟାନ୍ ମାନଙ୍କୁ ଏକ ନୂଆ ରେକର୍ଡ଼ ଭେଟି ଦେଇଛନ୍ତି...
Footballଫୁଟବଲ୍ ଆଇ- ଲିଗ୍ ଇଣ୍ଡିଆନ୍ ଆରୋଜ୍ ର ପ୍ରାୟୋଜକ ହେବ ଓଡ଼ିଶାOdisha Sports BureauOctober 26, 2018 by Odisha Sports BureauOctober 26, 20180974 ହକି ପରେ ଫୁଟବଲକୁ ସହଯୋଗର ହାତ ବଢାଇବାକୁୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଜାତୀୟ ମହିଳା ଓ ପୁରୁଷ ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ପରେ ଏବେ ଓଡ଼ିଶା ସରକାର...
Cricketଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳିOdisha Sports BureauOctober 26, 2018 by Odisha Sports BureauOctober 26, 20180589 ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ମୁହାମୁହିଁ ହେବେ । ଏହି ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ହେବ । ଏହି ପଡ଼ିଆରେ ସର୍ବାଧିକ ରନ ବିରାଟ କୋହଲି ସଂଗ୍ରହ କରିଛନ୍ତି...
Wrestlingମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜାOdisha Sports BureauOctober 26, 2018 by Odisha Sports BureauOctober 26, 201801076 ପୂଜା ଧଣ୍ଡା ଚତୁର୍ଥ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ବିଶ୍ୱ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଗୁରୁବାର ସେ ୫୭କେଜି ଶ୍ରେଣୀର ଏକ ମୁକାବିଲାରେ ୨୦୧୭ ୟୁରୋପିଆନ ଚାମ୍ପିୟନ ଗ୍ରେସ୍ ଜାକବ...