Cricket

୧୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ୱେଲିଂଟନରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କରି ସିରିଜକୁ ୨-୨ ସମାନ କରିଛି। ପଞ୍ଚମ ମ୍ୟାଚ୍ ୨୫ ମାର୍ଚ୍ଚରେ ହାଗଲି ଓଭାଲରେ ଖେଳାଯିବ। ଆଜି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି, ୨୦ ଓଭରରେ ୧୬୪/୫ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୧୪୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

Related posts

ବିବିଏଲରୁ ସନ୍ନ୍ୟାସ ନେବେ ବ୍ରେଣ୍ଡନ ମ୍ୟାକୁଲମ

Odisha Sports Bureau

ଟି-୨୦ ବିଶ୍ୱକପ ପରେ ଅବସର ନେଇପାରନ୍ତି ତିନି ଖେଳାଳି; ଜାଣନ୍ତୁ କିଏ

Odisha Sports Bureau

ଅଶ୍ୱିନଙ୍କୁ ‘ସରି’ କହିଲେ ଅର୍ଶଦୀପ, ଜାଣନ୍ତୁ କ’ଣ ଥିଲା ଏହାର କାରଣ

Odisha Sports Bureau