Cricket

କେକେଆର ରେ ଆକାଶ ଦୀପଙ୍କ ସ୍ଥାନରେ ନୂଆ ଖେଳାଳି ସାମିଲ

ଚଳିତ ବର୍ଷର ଆଇପିଏଲ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଆଉ କିଛି ଦିନ ବାକି ଅଛି । ମାର୍ଚ୍ଚ ୨୮ରୁ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ଆକାଶ ଦୀପଙ୍କ ସ୍ଥାନରେ କେକେଆର ମ୍ୟାନେଜମେଣ୍ଟ ଜଣେ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିଛି।

IPL 2026: All players bought by KKR in auction

ଆହତ ଆକାଶ ଦୀପଙ୍କ ସ୍ଥାନରେ ବିଦର୍ଭର ୨୮ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ସୌରଭ ଦୁବେଙ୍କୁ ନିଜ ଦଳରେ ସାମିଲ କରାଯାଇଛି । ସୌରଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଂଶ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇପିଏଲ୍ ଡେବ୍ୟୁ କରିବାର ସୁଯୋଗ ପାଇନାହାନ୍ତି। ଗତ ଡିସେମ୍ବରରେ ଆବୁଧାବିରେ ହୋଇଥିବା ମିନି ନିଲାମରେ ସେ ଅନସୋଲ୍ଡ ରହିଥିଲେ, କିନ୍ତୁ ବର୍ତ୍ତମାନ କେକେଆର ତାଙ୍କ ଉପରେ ଭରସା ପ୍ରକଟ କରିଛି।

IPL 2026: KKR Name Akash Deep's Replacement As Vidarbha Seamer Saurabh Dubey  Roped In

Related posts

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତି ଘୋଷଣା

Odisha Sports Bureau

କ୍ରିକେଟର ଗୋପୀନାଥଙ୍କ 96 ବର୍ଷ ବୟସରେ ଦେହାନ୍ତ…

Odisha Sports Bureau

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

Odisha Sports Bureau