Uncategorized

ପାକିସ୍ତାନର ଆକ୍ରମଣକୁ ନିନ୍ଦା

ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ ମଧ୍ୟ ସାମିଲ ଥିଲା। ଫଳରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫୦ ରୁ ଅଧିକ ଲୋକେ ଆହତ ହୋଇଥିଲେ। ଏହି ଘଟଣା ପରେ ଅନେକ ଆଫଗାନିସ୍ତାନ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି। ରସିଦ ଖାନ, ନବୀନ ଉଲ ହକ ଏବଂ ମହମ୍ମଦ ନବି ଶୋକ ପ୍ରକାଶ କରିଛନ୍ତି।

Related posts

ଫାଇନାଲରେ ଭାରତୀୟ ହକି ଟିମ୍‌

Odisha Sports Bureau

ଏସିଆନ ଗେମ୍ସରେ ଭାରତକୁ ପଦକ

Odisha Sports Bureau

ଅଲିମ୍ପିକରେ କେରୋନା ମାଡ

Odisha Sports Bureau