Cricketପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟାOdisha Sports BureauMarch 12, 2026 by Odisha Sports BureauMarch 12, 2026046 ଜାତୀୟ ପତାକାକୁ ଅପମାନ ! ଭାରତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ । ଆଉ ଏହି ମାମଲା ବେଙ୍ଗାଲୁରୁରେ ଦାଖଲ କରାଯାଇଛି। ପୁଣେର ଓକିଲ ୱାଜିଦ...
Footballଆମେରିକ ଯିବ ଇରାନ୍ ଟିମ୍ !Odisha Sports BureauMarch 11, 2026March 11, 2026 by Odisha Sports BureauMarch 11, 2026March 11, 2026085 ଇରାନର ଫୁଟବଲ୍ ଦଳ, ବିଶ୍ୱକପ୍ ରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଯାତ୍ରା କରିପାରିବ । ଏ ନେଇ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ନିଶ୍ଚିତ କରିଛନ୍ତି। ଇନଫାଣ୍ଟିନୋ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି...
Cricketପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ମୃତି ମନ୍ଧାନାOdisha Sports BureauMarch 3, 2026March 3, 2026 by Odisha Sports BureauMarch 3, 2026March 3, 2026065 ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା, ପୁଣି ଥରେ ବିଶ୍ୱର ନମ୍ବର ୱାନଡେ ବ୍ୟାଟସମ୍ୟାନ୍ ହୋଇଛନ୍ତି। ମଙ୍ଗଳବାର ଦିନ ICC ଦ୍ୱାରା ପ୍ରକାଶିତ ସଦ୍ୟତମ ମହିଳା ଓନଡେ ରାଙ୍କିଙ୍ଗରେ ମନ୍ଧାନା ଦକ୍ଷିଣ...
Uncategorizedମ୍ୟାଚରେ ବାଧକ ସାଜିପାରେ ବର୍ଷାOdisha Sports BureauFebruary 13, 2026 by Odisha Sports BureauFebruary 13, 2026087 କଲମ୍ବୋରେ ବର୍ଷା ହେବା ନେଇ, ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଯାହାପରେ ଏବେ ୧୫ ଫେବ୍ରୁଆରୀରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା ବୋଲି...
Hockeyମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’Odisha Sports BureauAugust 29, 2025 by Odisha Sports BureauAugust 29, 20250122 ଆଜି ଦେଶ ପାଳୁଛି କ୍ରୀଡା ଦିବସ । କାରଣ ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଆଲ୍ଲାହାବାଦରେ ହୋଇଥିଲା। ମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’...
Cricketକ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କOdisha Sports BureauAugust 28, 2025 by Odisha Sports BureauAugust 28, 2025097 ସ୍କିନ୍ କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ । ୪୪ ବର୍ଷୀୟ କ୍ଳାର୍କ ସୋସିଆଲ ମିଡିଆରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି । ଏହାଛଡା ସେ ଲୋକଙ୍କୁ...
Uncategorizedହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତିOdisha Sports BureauAugust 5, 2025 by Odisha Sports BureauAugust 5, 2025098 ଭୁବନେଶ୍ୱର;ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି । ଏହି ୩ଜଣ ହେଲେ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍ ଓ ଶିଳାନନ୍ଦ ଲାକ୍ରା । ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି...
Cricketଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତିOdisha Sports BureauMay 25, 2025 by Odisha Sports BureauMay 25, 20250134 ରିପୋର୍ଟର୍ସ ଟୁଡେ ବ୍ୟୁୁରୋ;-ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସେମାନଙ୍କ ପରିବାର ସହିତ ଅଯୋଧ୍ୟାର ରାମ ମନ୍ଦିର...
Cricket୬ ଓ୍ଵିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦOdisha Sports BureauMay 20, 2025 by Odisha Sports BureauMay 20, 20250102 ଲକ୍ଷ୍ନୌ: ୬ ଓ୍ଵିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା,...
Cricketବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛାOdisha Sports BureauNovember 5, 2024 by Odisha Sports BureauNovember 5, 20240142 ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ କ୍ଷ ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର...