More Sports

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟୀନୀ ତଥା  ୱେଟ୍ ଲିଫ୍ଟର ମୀରାବାଇ ଚାନୁଙ୍କୁ ଲାଗିଛି ବଡ଼ ଝଟକା । ଆଗାମୀ ଅଲିମ୍ପିକ୍ସରେ ପଦକ ଜିତିବାକୁ ଆଶା ରଖିଥିବା ଚାନୁଙ୍କୁ, ତାଙ୍କର ଓଜନ ପାଇଁ ଏବେ ଏହି ରେସରୁ ବାଦ୍ କରି ଦିଆଯାଇଛି। ନିକଟରେ ଆମେରିକାରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସ ପାଇଁ, ଅପଡେଟ୍ ବଡିୱେଟ୍ କାଟାଗୋରୀ ପ୍ରକାଶିତ ହୋଇଛି । ଯେଉଁଥିରେ ୪୯ କିଲୋର ଓଜନ ଥିବା କାଟାଗୋରୀଙ୍କୁ ବାଦ୍ ଦିଆଯାଇଛି । ଯେଉଁ ଓଜନ କାଟାଗୋରୀରେ ମୀରାବାଇ ଚାନୁ ମଧ୍ୟ ପ୍ରତିଯୋଗିତା କରନ୍ତି।

Related posts

ପ୍ରୋ କବାଡ୍ଡୀ ୨୦୧୮: ୟୁୁପି ଯୋଦ୍ଧା ପାଟନା ପାଇରେଟର୍ସକୁ ୪୭-୩୧ରେ ହରାଇଲା

Odisha Sports Bureau

କ୍ରିଡା ବ୍ୟବସ୍ଥାକୁ ଆରାମ କରିବାର ଅଧିକାର ସରକାରଙ୍କ ପାଖରେ ରହିବ: ଖେଳ ମନ୍ତ୍ରଣାଳୟ

Odisha Sports Bureau

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

Odisha Sports Bureau