Shooting

ସୁଟିଂରେ ଆଉ ଏକ ରୌପ୍ୟ ପାଇଲା ଭାରତ

ସୁଟିଂରେ ଭାତରକୁ ପୁଣି ରୌପ୍ୟ ପଦକ । ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ସୋମବାର ସୁଟିଂରେ ଭାତରକୁ ଏହି ରୌପ୍ୟ ପଦକ ମିଳିଛି ।

୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂହ । ଏହାକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।

ହାଇଦ୍ରାବାଦର ୨୧ ବର୍ଷୀୟା ଖେଳାଳି ତିନୋଟି ‘ସୁଟ୍-ଅଫ୍’ ଜିତିଥିଲେ । ଏହାପରେ ଚୀନ୍‌ର ସିଆଓ ଜିଆରୁଇକ୍ସୁଆନ୍‌ଙ୍କ ବିପକ୍ଷ ସ୍ୱର୍ଣ୍ଣ ପଦକ ମୁକାବିଲାରେ ତାଙ୍କୁ ଆଉ ଦୁଇଟି ସୁଟ୍-ଅଫ୍‌ର ସାମ୍ନା କରିବାକୁ ପଡ଼ିଥିଲା।

 

ଚଳିତ ବର୍ଷର ଏସୀୟ କ୍ରୀଡ଼ା ସୁଟିଂରେ ରୌପ୍ୟ ପଦକକୁ ମିଶାଇ ଏହି କ୍ରିଡ଼ାରେ ତାଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ପଦକ । ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

Related posts

ସୁଟିଙ୍ଗ୍ ୱାର୍ଲଡ କପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ ସଂଘର୍ଷମୟ କାହାଣୀ

Odisha Sports Bureau

୫୦ ମିଟର ଏୟାର ରାଇଫଳରେ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

Odisha Sports Bureau

ସୁଟିଙ୍ଗ୍ ୱାର୍ଲଡ କପ୍: ୧୦ମିଟର ଏୟାର ପିସ୍ତଲରେ ମନୁ ଏବଂ ସୌରଭ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau