Shooting

୫୦ ମିଟର ଏୟାର ରାଇଫଳରେ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପ୍ରତାପ ତୋମାର, ସ୍ବପ୍ନିଲ, ଅଖିଲଙ୍କ ଟିମଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ଏପର୍ଯ୍ୟନ୍ତ ଭାରତକୁ ମୋଟ ୨୭ଟି ପଦକ ମିଳିଛି ।

Related posts

ଇତିହାସ ସୃଷ୍ଟି କଲେ ସୌରଭ

Odisha Sports Bureau

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ସେ ତାଙ୍କୁ ବଳପୂର୍ବକ ଏକ ହୋଟେଲ ରୁମକୁ ନେଇଗଲେ, ତା’ପରେ… ସଙ୍ଘୀନ ଅଭିଯୋଗ ଆଣିଲେ ଯୁବତୀ

Odisha Sports Bureau