Athleticsଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବ ଏସୀୟ କ୍ରୀଡ଼ା ମହାକୁମ୍ଭOdisha Sports BureauSeptember 19, 2026 by Odisha Sports BureauSeptember 19, 202605 ଅପେକ୍ଷାର ଅନ୍ତ। ଶନିବାର ସନ୍ଧ୍ୟାରୁ ଜାପାନର ନୋଗୋୟାରେ ଆରମ୍ଭ ହେବ ଏସିଆର ସର୍ବବୃହତ କ୍ରୀଡ଼ା ମହାକୁମ୍ଭ—ଏସୀୟ କ୍ରୀଡ଼ାର ୨୦ତମ ସଂସ୍କରଣ। ପାଲୋମା ମିଜୁହୋ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦ୍ଘାଟନୀ ସମାରୋହ ସହ ଆରମ୍ଭ ହେବ ମେଡାଲ...
Athletics Badminton basketballରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬: ଭାରତର ସ୍ୱର୍ଣ୍ଣ ବିଜୟରେ ଚମକିଲେ ମହିଳା ଖେଳାଳି, ୧୩ରୁ ୮ଟି ସ୍ୱର୍ଣ୍ଣ ମହିଳାଙ୍କ ନାମରେOdisha Sports BureauAugust 2, 2026 by Odisha Sports BureauAugust 2, 2026033 ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ଭାରତ ଚମତ୍କାର ପ୍ରଦର୍ଶନ କରି ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହି ସଫଳତା ସହ ୧୩ ଜଣ ଭାରତୀୟ ଖେଳାଳି ନିଜ ନିଜ ବିଭାଗରେ ଚାମ୍ପିଅନ୍ ହୋଇ...
Athleticsଇତିହାସ ରଚିଲେ ଗୁଲ୍ଭୀର, ଭାରୋତ୍ତୋଳନରେ ଚମକିଲେ ହରଜିନ୍ଦରOdisha Sports BureauJuly 29, 2026 by Odisha Sports BureauJuly 29, 2026030 ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି । ପ୍ରଥମ ଛଅ ଦିନରେ ଦମଦାର ପ୍ରଦର୍ଶନ କରି ଭାରତ ୧୨ଟି ପଦକ ହାସଲ କରିଛନ୍ତି ଖେଳାଳିମାନେ...
Athleticsଫିଫା ପ୍ରତିଯୋଗିତାରେ ମହିଳା ପ୍ରଶିକ୍ଷକ ରହିବା ବାଧ୍ୟତାମୂଳକ…Odisha Sports BureauMarch 20, 2026 by Odisha Sports BureauMarch 20, 20260138 ଅନ୍ତର୍ଜାତୀୟ ଫୁଟବଲ୍ ଫେଡେରେସନ୍ (ଫିଫା) ସମ୍ପ୍ରତି ଏକ ନୂତନ ନିୟମ ଜାରି କରିଛି । ଯାହା ଅନୁଯାୟୀ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକର ପ୍ରଶିକ୍ଷକ ଷ୍ଟାଫ୍ରେ ଜଣେ ମହିଳା ପ୍ରଶିକ୍ଷକ ରଖିବା...
Athleticsଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…Odisha Sports BureauMarch 19, 2026 by Odisha Sports BureauMarch 19, 2026077 ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡା ୨୦୨୬ରେ ୱାଟର ସ୍ପୋଷ୍ଟର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ଟିକେଟ ହାସଲ କରିଛନ୍ତି କନଷ୍ଟେବଳ ରଶ୍ମିତା ସାହୁ । ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ହେବା...
Athleticsକଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬Odisha Sports BureauMarch 17, 2026 by Odisha Sports BureauMarch 17, 2026077 ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ । ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ କ୍ରୀଡା ପ୍ରତି ଯୋଗିତା । ଭାରତୀୟ...
Athletics୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭOdisha Sports BureauFebruary 8, 2026 by Odisha Sports BureauFebruary 8, 2026073 ରବିବାର କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୬ ଶୁଭାରମ୍ଭ ହୋଇ ଯାଇଛି । କ୍ରାଇମବ୍ରାଞ୍ଚ ମୁଖ୍ୟ ବିନୟତୋଷ ମିଶ୍ର ଅତିଥି ଭାବେ...
Athletics Cricketଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।Odisha Sports BureauJanuary 19, 2026 by Odisha Sports BureauJanuary 19, 2026094 ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା...
Athletics Cricketପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।Odisha Sports BureauJanuary 14, 2026January 14, 2026 by Odisha Sports BureauJanuary 14, 2026January 14, 2026083 ବର୍ଷ ଆରମ୍ଭରୁ ପୁଣି ଥରେ ନମ୍ବର ୱାନ୍ ସ୍ଥାନକୁ ଆସିଛିନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ନିକଟରେ ୨୦୨୬ ପାଇଁ ପ୍ରଥମ ICC ଋ୍ୟାଙ୍କିଙ୍ଗ୍ ପ୍ରକାଶ ପାଇଥିବାବେଳେ ସେଥିରେ ଏକ ନମ୍ବର ସ୍ଥାନକୁ...
Athletics Cricketବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।Odisha Sports BureauJanuary 12, 2026 by Odisha Sports BureauJanuary 12, 20260137 ଆଗାମୀ ଟି-୨୦ ବିଶ୍ୱକପ୍ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି...