Cricket

ରାଜସ୍ଥାନ ରୟାଲସର ଦମଦାର ପ୍ରଦର୍ଶନ

ଗୌହାଟିରେ ଅନୁଷ୍ଠିତ ଏହି ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି ।ଦିଲ୍ଲୀକୁ ଜିତିବାକୁ ହେଲ ୨୦୦ ଇହ ରନ କରିବାକୁ ପଡିବ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ବାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ । ଜୟସ୍ବାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ ।
ରାଜସ୍ଥାନର ମୁକେଶ କୁମାର ୨ଟି ୱିକେଟ ନେଇଥିବାବେଳେ କୁଲଦୀପ ଓ ରଭମାନ ଗୋଟାଏ ଲେଖାଏଁ ୱିକେଟ ନେଇଛନ୍ତି । ଏବେଯାଏ ଦିଲ୍ଲୀ ୧୧୫ରେ ୫ ଟି ଉଇକେଟ ହରାଇଛି ।

Related posts

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଏସିଆ କପ୍ ଦଳରେ ସ୍ଥାନ ପାଇବେନି ଶ୍ରେୟସ୍ ଆୟର

Odisha Sports Bureau