Cricket

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

ନୂଆଦିଲ୍ଲୀ:- ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ମଲ୍ଟି ଡେ ମ୍ୟାଚ୍ ପାଇଁ ଭାରତ ଏ ଦଳର ଦାୟିତ୍ବ ଶ୍ରେୟସ ଆୟରଙ୍କୁ ଦେଇଛି ।

Shreyas Iyer 1200×749 HD wallpaper | Pxfuel

ଅଷ୍ଟ୍ରେଲିଆ ଏ ବିପକ୍ଷ ୨ଟି ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶ୍ରେୟାଶ ଆୟାରଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୧୬ରୁ ପ୍ରଥମ ମ୍ୟାଚ ଏବଂ ୨୩ରୁ ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨ଟି ଯାକ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ଏସିଆ କପ ଟିମରେ ସ୍ଥାନ ପାଇ ନ ଥିବା ଶ୍ରେୟାଶଙ୍କୁ ଏହି ମ୍ୟାଚ ମାଧ୍ୟମରେ ନିଜକୁ ପ୍ରମାଣିତ କରିବାକୁ ପଡିବ । ସାଈ ସୁଦର୍ଶନ, ଧ୍ରୁବ ଜୁରେଲ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରି ଖେଳାଳିଙ୍କୁ ଏହି ସିରିଜ ପାଇଁ ସୁଯୋଗ ପ୍ରଦାନ କରାଯାଇଛି । କେଏଲ ରାହୁଲ ଓ ମହମ୍ମଦ ସିରାଜ ଦ୍ୱିତୀୟ ମ୍ୟାଚରେ ଅନ୍ୟ ଦୁଇଜଣ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେବେ ।

Shreyas Iyer faced what Virat Kohli did in 2022, reveals "very few people  messaged me during tough times"

Related posts

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

Odisha Sports Bureau

ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍: କ୍ୱିଓ୍ଵି ବିଜୟ ପାଇଁ ପ୍ରସ୍ତୁତ ବିରାଟ ବାହିନୀ

Odisha Sports Bureau