Cricket

ନିର୍ଣ୍ଣାୟକ ଲଢ଼େଇ, ବର୍ଷା ସାଜିପାରେ ବାଧକ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ପାଇଁ ସିରିଜ୍ ନିର୍ଣ୍ଣାୟକ ହେବାକୁ ଯାଉଥିବା ବେଳେ ସିରିଜ୍ ଉପରେ କଳାବାଦଲ ଘୋଡ଼ାଇ ଦେଇଛି। ପଞ୍ଚମ ମ୍ୟାଚ୍ ଶନିବାର ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆକାଶ ମେଘୁଆ ରହିବ ଏବଂ କିଛି ସମୟ ବର୍ଷା ସହିତ ଝଡ଼ବର୍ଷା ଏବଂ ବଜ୍ରପାତ ଚେତାବନୀ ମଧ୍ୟ ରହିବ।

IND vs WI, 4th T20I Highlights: West Indies stun India by 24 runs to level  T20I series 2-2, set up series decider

ତାପମାତ୍ରା 20 ରୁ 29 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ। ଶନିବାର ବେଙ୍ଗାଲୁରୁର ପାଣିପାଗ ପୂର୍ବାନୁମାନରେ କୁହାଯାଇଛି: “ବିପହରରେ ଦୁଇଟି ଝଡ଼ବର୍ଷା ସହିତ ଯଥେଷ୍ଟ ମେଘୁଆ ରହିବ।” ଖେଳ ଆରମ୍ଭ ହେବାକୁ ଥିବା ସମୟରେ ସନ୍ଧ୍ୟା ୭ଟାରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ ଆପ୍ ପୂର୍ବାନୁମାନ କରିଛି।

Related posts

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

Odisha Sports Bureau

ଗୌତମ ଗମ୍ଭୀରଙ୍କ ପାଇଁ ବଢୁଛି ଅଡୁଆ । ଯାଇପାରେ ପଦ !

Odisha Sports Bureau

ସେପ୍ଟେମ୍ବର ୨୪ରୁ ବିଜୟ ହଜାରେ ଟ୍ରଫି, ଓଡ଼ିଶା ଦଳ ଘୋଷିତ

Odisha Sports Bureau