Cricket

ଡବ୍ଲୁ.ପି.ଏଲ୍ ଅକ୍ସନ ଇତିହାସରେ ପ୍ରଥମ

ଆଜିର WPL-2026ର ମେଗା ଅକ୍ସନ, ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ଜଣେ ଖେଳାଳିଙ୍କୁ ଫେରାଇ ଆଣିବା ପାଇଁ, ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରାଯାଇଥିଲା । ଆଉ ଏହି ସୌଭାଗ୍ୟ,  ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ପାଖକୁ ଯାଇଥିଲା। ଦୀପ୍ତିଙ୍କୁ ₹3.2 କୋଟି ଟଙ୍କା ବିନିମୟରେ, ତାଙ୍କ ପୁରୁଣା ଦଳ UP ୱାରିୟର୍ସ ଦଳରେ ସାମିଲ କରିଛି । ଦୀପ୍ତି ଶର୍ମା ନିଲାମରେ ପ୍ରଥମ ସେଟ୍ ମାର୍କି ଖେଳାଳିଙ୍କ ଅଂଶ ଥିଲେ । ତାଙ୍କ ପାଇଁ ନିଲାମ ଧୀର ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ନିଲାମରେ, ଦିଲ୍ଲୀ କ୍ୟାପିଟାଲ୍ସ ₹50 ଲକ୍ଷରେ ତାଙ୍କୁ କିଣିବାକୁ ଚେଷ୍ଟା କରିଥିଲା।

WPL 2025: UP Warriorz names all-rounder Deepti Sharma as skipper

Related posts

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ପାକିସ୍ତାନ ବିଶ୍ୱକପ ଖେଳିବ : ଆଇସିସି