ଦଶମ ପରୀକ୍ଷା ଦେଲେନି ବୈଭବ ସୂର୍ଯ୍ୟବଂଶୀ, CBSE ପରୀକ୍ଷାରେ ଅନୁପସ୍ଥିତ ଚିହ୍ନଟ
ପଟନା: ଭାରତୀୟ କ୍ରିକେଟରେ ଚମକୁଥିବା ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଏବର୍ଷ Central Board of Secondary Education (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇନାହାନ୍ତି। ବିହାରର ସମସ୍ତିପୁର ସ୍ଥିତ ପରୀକ୍ଷା କେନ୍ଦ୍ରକୁ...
