ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର
ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ...