Cricket

ଅଲମ୍ପିକ୍ସରେ ସାମିଲ ହେବ କିକ୍ରେଟ

(ଓଡିଶାସ୍ପୋର୍ଟସ ): କିକ୍ରେଟ ଓ କିକ୍ରେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ଖୁବଶୀଘ୍ର ଅଲମ୍ପିକ୍ସ ଗେମ୍ସରେ କିକ୍ରେଟକୁ ସାମିଲ କରାଯିବ ବୋଲି ଆଇସିସି ଇଚ୍ଛା ପ୍ରକାଶ କରିଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ମେରିଲବର୍ଣ୍ଣ କ୍ରିକେଟ କ୍ଲବ (ଏମସିସି)ର ଚେୟାରମ୍ୟାନ ମାଇକ ଗେଟିଂ ଏହି ସୂଚନା ଦେଇଛନ୍ତି। ମାଇକ ଲର୍ଡସରେ ଆଇସିସିର ନୂତନ କାର୍ୟ୍ୟକାରୀ ଅଧିକାରୀ ମନୁ ସ୍ୱେନେଙ୍କ ସହିତ ଏହା ବିଷୟରେ କଥା ହୋଇଛନ୍ତି। ମାଇକ କହିଛନ୍ତି, ଆମେ ଦୁହେଁ ଏ ବିଷୟରେ କଥା ହେଉଛୁ, ଯଦି ସମ୍ଭବ ହୁଏ ତେବେ ୨୦୨୮ ଅଲମ୍ପିକ ଖେଳରେ କ୍ରିକେଟକୁ ଅଲମ୍ପିକ୍ସ ଗେମରେ ସାମିଲ କରାଯିବାକୁ ଯୋଜନା ମଧ୍ୟ ରଖିଛୁ। ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ବିଶ୍ୱ କ୍ରିକେଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।

Related posts

ଦ୍ୱିତୀୟ ଦିନରେ ୧୪ ୱିକେଟ; କମାଲ ଦେଖାଇଲେ ବୋଲର

Odisha Sports Bureau

୫୨ ବଲରେ ବୈଭବଙ୍କ ଶତକ

Odisha Sports Bureau

ମାଇକେଲ ଭନଙ୍କ ଟ୍ୱିଟର ଉତ୍ତର ଦେଲେ ଭାରତୀୟ କ୍ରିକେଟ ଫ୍ୟାନ

Odisha Sports Bureau