Football

ସିନିଅର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଲା ମଣିପୁର

(ଓଡିଶା ସ୍ପୋର୍ଟସ): ମଣିପୁର ମଙ୍ଗଳବାର ଦିନ ବହୁତ କଠିନ ମୁକାବିଲାରେ ରେଲୱେ କୁ ୧-୦ରେ ପରାସ୍ତ କରି ୨୫ତମ ହୀରୋ ସିନିୟର ମହିଳା ଏନ୍ଏଫସି ୨୦୧୯-୨୦ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ହାସଲ କରିନେଇଛନ୍ତି । ପ୍ରଥମ ହାପ୍ ଖେଳରେ ଦୁଇ ଟିମ୍ କୌଣସି ଗୋଲ କରି ନ ଥିଲେ । ଦ୍ୱିତୀୟ ହାପରେ ୬୭ତମ ମିନିଟ୍ ରେ କ୍ୟାପଟେନ୍ ବାଲା ଦେବି ଗୋଲ କରି ମଣିପୁରକୁ ବିଜୟ ଦେଇଥିଲେ । ଏହିପରି ଭାବେ ମଣିପୁର ୨୦ଥର ଏହି ଟାଇଟଲକୁ ନିଜ ନାମରେ କରିନେଇଛି ।

Related posts

୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଅନୁରୋଧ କରିଛି ଫିଫା

Odisha Sports Bureau

ଡିଶା ଏଫସି ଓଡିଶାର ପ୍ରତିଭା ଟଙ୍କ ଧରବାଗଙ୍କସହ ଅଢ଼େଇ ବର୍ଷୀୟା ଚୁକ୍ତି ସ୍ୱାକ୍ଷର କରିଛି

Odisha Sports Bureau

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

Odisha Sports Bureau