Cricket

ଆଡିଲେଡ ଟେଷ୍ଟ: ପରାଜୟ ହାସଲା କଲା ଟିମ ଇଣ୍ଡିଆ

(ମମତା ସାମଲ)ଓଡିଶା ସ୍ପୋର୍ଟସ୍: ଭାରତ-ଅଷ୍ଟ୍ରେଲିଆ ଆଡିଲେଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ହାସଲ କରିଛି । ୨ୟ ଇନିଂସରେ ଭାରତ ୩୬ ରନ କରି ଅଲଆଉଟ । । ଟିମ ଇଣ୍ଡିଆ ୨୧.୨ ଓଭର ଖେଳି ୯ଉଇକେଟ ବିନିମୟରେ ମାତ୍ର ୩୬ ରନ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆର ଘାତକ ବୋଲିଂକୁ ସାମ୍ନା କରିନପାରି ଧରାଶାୟୀ ହୋଇପଡିଥିଲା ଟିମ ଇଣ୍ଡିଆ । ଟିମ ଇଣ୍ଡିଆର କୌଣସି ବ୍ୟାଟ୍ସ ମାନେ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇପାରିନଥିଲେ ।

Related posts

ଆଇପିଏଲ୍ ୨୦୨୨

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭ୍ୟାସ ଆରମ୍ଭ କଲେ ଗିଲ୍

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau