Cricket

ବିରାଟ କୋହଲି କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: ଭାରତ ଦଳର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିସିସିଆଇ ତାଙ୍କୁ ବିଶ୍ରାମ ଦେଇଥିଲା। ଏହି ସୁଯୋଗରେ ସେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କଟାଇବାକୁ ମାଳଦ୍ବୀପ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କୁ କୋଭିଡ୍ ହୋଇଥିବା ଜଣାପଡ଼ିଥିଲା। ତେବେ ଏବେ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯାହା ଭାରତୀୟ ଦଳ ପାଇଁ ଏକ ବହୁତ ବଡ଼ ଶୁଭସଙ୍କେତ ହୋଇଛି। କୋହଲି ମଧ୍ୟ ଏବେ ଭାରତୀୟ ଦଳ ସହ ପ୍ରସ୍ତୁତି କରୁଛନ୍ତି। ନିଜ ଟ୍ବିଟର ‘ଅଭ୍ୟାସ ବହୁତ ଭଲ ଚାଲିଛି।

Related posts

୨ୟ ଦିନିକିଆ ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ଭାରତ

Odisha Sports Bureau

ଏହି ଖେଳାଳିଙ୍କୁ ଦଳ ପରିବର୍ତ୍ତନର ଆବଶ୍ୟକତା ଅଛି କି? କାହିଁକି ତାଙ୍କୁ ରାଜସ୍ଥାନ ରୟାଲ୍ସ ଛାଡିବାକୁ ପରାମର୍ଶ ଦିଆଯାଉଛି ।

ବାରବାଟୀରେ ହାରିଲା ଭାରତ

Odisha Sports Bureau