Hockey

ହକି ପୁରୁଷ ବିଶ୍ଵକପ୍: ଭୁବନେଶ୍ୱରରେ ନେଦରଲାଣ୍ଡ ଟିମ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନେଦାରଲ୍ୟାଣ୍ଡ ହକି ଟିମ | ପ୍ରଥମ ବିଦେଶୀ ଟିମ ଭାବେ ଟିମ ଭୁବନେଶ୍ୱର ରେ ପହଁଚିଲା ନେଦରଲ୍ୟାଣ୍ଡ | ୨୦୧୮ ବିଶ୍ୱକପ ସଂସ୍କରଣର ରୌପ୍ୟ ବିଜେତା ଥିଲା ନେଦରଲାଣ୍ଡ | ଟିମରେ ଅଛନ୍ତି ଅଧିନାୟକ ଥିଏରି ବ୍ରିଙ୍କମାନ ଏବଂ ମୁଖ୍ୟ ପ୍ରଶିକ୍ଷକ ଜେରୋନ୍ ଡେଲ୍‌ମି ରହିଛନ୍ତି । ୩ ଥରେ ଏହି ବିଶ୍ବବିଜେତା ପୁଲ୍ ସି’ରେ ମାଲେସିଆ, ନ୍ୟୁଜିଲାଣ୍ଡ ଓ ଚିଲି ସହ ରହିଛି । ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ମ୍ୟାଚ ଖେଳିବ |

Related posts

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

Odisha Sports Bureau

ଛାଡପତ୍ର ଦେବେ ସାନିଆ ମିର୍ଜା!

Odisha Sports Bureau

ହକି ଇଣ୍ଡିଆ ଲିଗ୍;ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ

Odisha Sports Bureau