Cricket

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

ମୁମ୍ବାଇ : ପୁଣି ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ରହିଛନ୍ତି ଲାଇମଲାଇଟରେ । ଇର୍ବଶୀ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ର ଏକ ଫଟୋ ସେୟାର୍ କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ଲୋକେ ଅନୁମାନ କରୁଛନ୍ତି ଯେ ଉର୍ବଶୀ ପନ୍ଥଙ୍କୁ ଭେଟିବାକୁ ହସ୍ପିଟାଲ୍କୁ ଯାଇଥିଲେ। ବାସ୍ତବରେ ଉର୍ବଶୀ ପନ୍ଥଙ୍କୁ ଭେଟିଛନ୍ତି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯାହା ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ହସ୍ପିଟାଲ୍ ଯାଇ ଉର୍ବଶୀ ଋଷଭଙ୍କୁ ଭେଟିଛନ୍ତି । ଋଷଭ ଏବଂ ଉର୍ବଶୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ବହୁ ଦିନରୁ ଚର୍ଚ୍ଚା ହେଉଥିଲେ ବି ସେ ଦୁହେଁ କିନ୍ତୁ ଗଣମାଧ୍ୟମରେ ଏ ନେଇ କେବେ ମୁହଁ ଖୋଲିନାହାନ୍ତି। ତାହାପରେ ଏବେ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ କୁ ନେଇ ଚର୍ଚ୍ଚା ହେଉଛି ।

Related posts

ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦

Odisha Sports Bureau

ଭାରତ ବିପକ୍ଷରେ ଖେଳିବେନି ୱିଲିୟମସନ

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ ବେଳେ ରିଜୱାନକୁ ଦେଖି ଜୟ ଶ୍ରୀ ରାମ ନାରା

Odisha Sports Bureau