Hockey

FIH ଓଡିଶା ହକି ବିଶ୍ୱକପ: ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମ | FIH ଓଡିଶା ହକି ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ପାଇଁ ନିଉଜିଲାଣ୍ଡ ହକି ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ପୂର୍ବରୁ ଭାରତ ସମେତ ଅନ୍ୟ ବିଦେଶୀ ଦଳ ପହଂଚି ସାରିଥିବା ବେଳେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ନିଉଜିଲାଣ୍ଡ୍ ହକି ଦଳ | ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

Related posts

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

Odisha Sports Bureau

ବିଜୟ ହାସଲ କରିଛି ଭାରତୀୟ ଦଳ

Odisha Sports Bureau

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ, ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

Odisha Sports Bureau