Cricket

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ

ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ। ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାହୁଲ ତ୍ରିପାଠୀ ୩୫ ରନ କରିଥିବାବେଳେ ଅନମୋଲପ୍ରିତ ସିଂ ୩୧ରନ କରିଥିଲେ। ସେହିପରି ଶେଷ ବେଳକୁ ଆସିଥିବା ଓବଦୁଲ ସମଦ ୨୧ରନ କରିଥିଲେ। ଅନ୍ୟମାନେ ବିଶେଷ ଭଲ ଖେଳି ନ ଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୧ ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ସର୍ବାଧିକ ରନ୍ କେଏଲ୍ ରାହୁଲ (୩୫) ଓ କୁନାଲ ପାଣ୍ଡ୍ୟା (୩୪) କରିଥିଲେ। ଦଳ ୧୬ ଓଭରରେ ୫ ୱିକେଟ ହରାଇ ୧୨୭ ରନ୍ କରି ବଜୟ ଲଭ କରିଛି ।

 

Related posts

ଟେଷ୍ଟ କ୍ରିକେଟରେ ଭାରତ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

Odisha Sports Bureau

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ସୋସିଆଲ ମିଡିଆରେ ଭଉଣୀଙ୍କୁ ନେଇ ଭାବବିହ୍ୱଳ ହେଲେ ହର୍ଷଲ

Odisha Sports Bureau