Cricket

ସୁପର-୪ରେ ବର୍ଷା ସାଜିବ କି ବାଧକ?

ପାକିସ୍ତାନରେ ଆଜି ଏସିଆ କପ୍‌ର ସୁପର-୪ର ପ୍ରଥମ ମୁକାବିଲା ଶେଷ ହୋଇଛି। ଏବେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମୁକାବିଲା ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ତେବେ ସବୁଠୁ ଚଡ଼ ଚିନ୍ତାର କାରଣ ଥିଲା ସେଠାକାର ପାଣିପାଗ। କାରଣ ଗତ କିଛି ଦିନ ହେବ ସେଠାରେ ଲଗାତାର ବର୍ଷା ହେଉଛି। ତେବେ ଏହା ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ସୁପର-୪ ମୁକାବିଲାରେ ବର୍ଷା ବାଧକ ସାଜିବ ନାହିଁ। ଏହି ଖୁସି ଖବର ଦେଇଛି ଶ୍ରୀଲଙ୍କା ପାଣିପାଗ ବିଭାଗ।

Related posts

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନେଲେ ୧୦୦୦ ୱିକେଟ୍‌

Odisha Sports Bureau

ଆଇସିସିର ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆର ସୂଚୀରେ ବଡ଼ ପରିବର୍ତ୍ତନ, ୪ ଦିନିଆ ଅଭ୍ୟାସ ମ୍ୟାଚ୍ ହେଲା ୩ ଦିନିଆ

Odisha Sports Bureau