Cricket

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ଜିତି ଭାରତୀୟ ଟିମ । ଏହି ପଦକ ସହ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି । କବାଡିରେ ମଧ୍ୟରେ ଗୋଲ୍ଡ ମେଡାଲ ମିଲିଛି । ମହିଳା କ୍ରିକେଟ ଟିମ ପରେ ପୁରୁଷ କ୍ରିକେଟ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଫାଇନାଲ ମୁକାବିଲା ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିଲା ହେଲେ ବର୍ଷା ବାଧକ ସାଜିବାରୁ ମ୍ୟାଚ ରଦ୍ଦ ହୋଇଯାଇଥିଲା । ଆଫଗାନିସ୍ତାନ ଠାରୁ ଭାରତ ରାଂଙ୍କି ଭଲ ଥିବାରୁ ଭାରତକୁ ବିଜେତା ଘୋଷଣା କରାଯାଇଛି । ଭାରତର ପଦକ ସଂକ୍ରା ୧୦୫ ପହଞ୍ଚିଛି । ଆଉ ପୁରୁଷ ଡବଲ ବ୍ୟାଡମିଂଣ୍ଟରେ ଭାରତର ଗୋଲଡ ମୋଡାଲ ହାସଲ କରିଛି । ସେହିପରି ଭାରତ ପାଇଁ ସାତ୍ୱିକ ଓ ଚିରାଗଙ୍କ ଯୋଡି ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି ।

Related posts

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଟପରେ ଅଛନ୍ତି ବିରାଟ, ସାମିଲ ହେଇଛନ୍ତି ଷ୍ଟିଭେନ୍ ସ୍ମିଥ

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ , ରୋହିତଙ୍କୁ ଶାହିନ ଭୟ

Odisha Sports Bureau

ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର

Odisha Sports Bureau