Cricket

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମୁହାଁ ବେବେ । ଚେନ୍ନାଇ ଓ ରାଜସ୍ଥାନ ସାତୋଟି ଟି ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ସାତେଟି ମ୍ୟାଚରୁ ୫ଟି ଜିତିଛି ଦୁଇଟି ହାରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ସାତୋଟ ଟି ମ୍ୟାଚ ଖେଳି ଚାରୋଟି ଜିତିଛି ତିନିଟି ହାରିଛି ।ରାଜସ୍ଥାନ ତିାନାଟି ପରାଜୟ ବରଣ କରିଥିବା ରାଜସ୍ଥାନ ରୟାଲ୍ସ ଗୁରୁବାର ନିଜ ଘରୋଇ ପଡ଼ିଆ ଜୟପୁରରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ମ୍ୟାଚ୍ ଜିତି ଲୟକୁ ଫେରିବା ଲକ୍ଷ୍ୟ ରଖିଛି। ଚଳିତ ସିଜିିନ ମଧ୍ୟ ଦୁଇ ବିଜୟ ପାଇ ଲୟରେ ଥିବା ସିଏସ୍କେକୁ ୩ ରନ୍ରେ ହରାଇ ରୟାଲ୍ସ ଏଥିରେ ରୋକ୍ ଲଗାଇଥିଲା। ପୁଣି ଥରେ ରୟାଲ୍ସ ଏହା କରିବାର ସମ୍ଭାବନା ଥିବା ବେଳେ ସିଏସ୍କେ ଏହାର ପ୍ରତିଶୋଧ ଲକ୍ଷ୍ୟରେ ରହିଛି। ଶୀର୍ଷକ୍ରମ ବ୍ୟାଟର୍ ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେ ଅନେକ ଥର ଏକାଠି ସଫଳତା ପାଇବାରୁ ସିଏସ୍କେ ୩ ସହଜ ବିଜୟ ପାଇପାରିଛି।

Related posts

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

Odisha Sports Bureau

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

ଦିଲ୍ଲୀ ବିସ୍ଫୋରଣ ପରେ କୋଲକାତାରେ ହାଇଆଲର୍ଟ

Odisha Sports Bureau