CricketCSKର ଆଗାମୀ ହେଡ୍ କୋଚ୍ ହେବେ ଏହି ଖେଳାଳି!Odisha Sports BureauAugust 17, 2026 by Odisha Sports BureauAugust 17, 202607 କ୍ରିଷ୍ଣମାଚାରୀ ଶ୍ରୀକାନ୍ତ, ଯିଏକି କ୍ରିସ୍ ଶ୍ରୀକାନ୍ତ ନାମରେ ପରିଚିତ, ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁଖ୍ୟ ପ୍ରଶିକ୍ଷକ ଭୂମିକା ପାଇଁ ରବିଚନ୍ଦ୍ରନ ଅଶ୍ୱିନଙ୍କ ବାଛିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 18 ବର୍ଷ ପରେ CSK...
CricketMI ର ହାତ ଛାଡି ପାରନ୍ତି ହାର୍ଦ୍ଦିକ୍ !Odisha Sports BureauMay 26, 2026May 26, 2026 by Odisha Sports BureauMay 26, 2026May 26, 2026052 ଗତ କିଛି ବର୍ଷ ହେବ ଆଇପିଏଲ୍ରେ MI ର ପଦର୍ଶନ ସେତେ ଭଲ ଦେଖିବାକୁ ମିଳୁନି । ଯାହାକୁ ନେଇ ଦଳରେ ହାର୍ଦ୍ଦିକଙ୍କ ଅଧିନୟିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହାସହ ନିକଟ...
Cricketମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବOdisha Sports BureauApril 27, 2026 by Odisha Sports BureauApril 27, 2026076 ଆଶା କରାଯାଉଥିଲା ଯେ ସିଏସକେ ଅଭିଜ୍ଞ ଖେଳାଳି ଏମଏସ ଧୋନି ଶେଷରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ 2026 ମୁକାବିଲା ପାଇଁ ଦଳରେ ଯୋଗଦେବେ, କିନ୍ତୁ ଅଭିଜ୍ଞ ଖେଳାଳିଙ୍କ...
Cricketଚେନ୍ନାଇ ସୁପର କିଙ୍ଗସକୁ ପୁଣି ଆଉ ଏକ ଝଟକାOdisha Sports BureauApril 22, 2026 by Odisha Sports BureauApril 22, 2026081 ୧୮ ଏପ୍ରିଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ସମୟରେ ବାମ ହାମଷ୍ଟ୍ରିଙ୍ଗ୍ ଆଘାତ ଲାଗିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆୟୁଷ ମହାତ୍ରେ ଆଇପିଏଲ ୨୦୨୬ର ଅବଶିଷ୍ଟ ମ୍ୟାଚ୍ ରୁ...
Cricketଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇOdisha Sports BureauApril 12, 2026 by Odisha Sports BureauApril 12, 2026085 ଚଳିତ ଆଇପିଏଲ ସିଜନରେ ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ବିଜୟ। ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ CSK ତାର ପ୍ରଥମ ବିଜୟ ହାସଲ କରିଛି...
Cricketଆଇପିଏଲ୍ ମହାସମରରେ ଶୀର୍ଷରେ RCBOdisha Sports BureauApril 6, 2026 by Odisha Sports BureauApril 6, 2026082 ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ...
Cricketଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁOdisha Sports BureauApril 6, 2026 by Odisha Sports BureauApril 6, 2026055 ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ସେମାନଙ୍କର ସ୍ୱପ୍ନର ଧାରା ଜାରି ରଖିଛି। ଏହି ବିଜୟ ଲକ୍ଷ୍ୟ ଥିଲା...
Cricketସିଏସକେ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁOdisha Sports BureauMarch 14, 2026 by Odisha Sports BureauMarch 14, 2026089 ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ...
Cricketଚେନ୍ନାଇରେ ବିଜୟ ଉତ୍ସବ ପାଳିବେ ଶ୍ରୀନିବାସନ୍Odisha Sports BureauMay 31, 2023 by Odisha Sports BureauMay 31, 20230234 ଚେନ୍ନାଇ: ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ଆଇପିଏଲ୍ ଟ୍ରଫି ଜିତିଛି । ଦଳର ବିଜୟ ପରେ ସିଏସକେ ମାଲିକ ତଥା ଇଣ୍ଡିଆ ସିମେଣ୍ଟ୍ସ ଉପାଧ୍ୟକ୍ଷ ଓ ପରିଚାଳନା...
Cricketଅବସର ନେବେ ନାହିଁ ଧୋନିOdisha Sports BureauMay 30, 2023 by Odisha Sports BureauMay 30, 20230166 ନୂଆଦିଲ୍ଲୀ: ସିଏସକେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଗତକାଲି ଚେନ୍ନାଇ ଆଇପିଏଲ ୨୦୨୩ର ବିଜୟ ମୁକୁଟ ପିନ୍ଧିଲା ପରେ ଆଗକୁ ୨୦୨୪...