Cricketଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।Odisha Sports BureauMay 30, 2026 by Odisha Sports BureauMay 30, 2026067 ଚାଲିଥିବା ଆଇପିଏଲ ମହାସମର ୨୦୨୬ ର ଦ୍ୱିତୀୟ କ୍ୱାଲିଫାୟର୍ର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ । ଗତକାଲିର ମ୍ୟାଚରେ ଚମତ୍କାର ପଦର୍ଶନ କରି ୮ ଉଇକେଟ୍ରେ ଆର୍ ଆର୍କୁ ପରାସ୍ତ କରି ଫାଇନାଲ୍କୁ ଓଲ୍ଳାଇଛି...
Cricketଆହତ ଜନିତ କାରଣରୁ ଇଂଲଣ୍ଡ ଫେରିଛନ୍ତି ଫିଲ୍ ସଲ୍ଟOdisha Sports BureauMay 4, 2026 by Odisha Sports BureauMay 4, 2026070 ଫିଲ୍ ସଲ୍ଟଙ୍କ ଆଙ୍ଗୁଠିରେ ଆଘାତ ଯୋଗୁଁ ସେ IPL 2026 ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପାଇଁ ଶେଷ ତିନୋଟି ମ୍ୟାଚ୍ ଖେଳିପାରି ନଥିଲେ, ତେଣୁ ସେ ସ୍କାନ ପାଇଁ ୟୁକେ ଫେରିଛନ୍ତି...
CricketRRର ଲଗାତାର ଚତୁର୍ଥ ବିଜୟOdisha Sports BureauApril 11, 2026 by Odisha Sports BureauApril 11, 2026043 ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ର 16ତମ ମ୍ୟାଚ୍, ଗୌହାଟୀର ବାରସାପାରା ଷ୍ଟାଡିୟମରେ ରିୟାନ ପରାଗଙ୍କ ରାଜସ୍ଥାନ ରୟାଲ୍ସ ଏବଂ ରଜତ ପାଟିଦାରଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା, ଯେଉଁଠାରେ ରାଜସ୍ଥାନ ରୟାଲ୍ସ...
Cricketଆଇପିଏଲ୍ ମହାସମରରେ ଶୀର୍ଷରେ RCBOdisha Sports BureauApril 6, 2026 by Odisha Sports BureauApril 6, 2026064 ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ...
Cricketଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁOdisha Sports BureauApril 6, 2026 by Odisha Sports BureauApril 6, 2026033 ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ସେମାନଙ୍କର ସ୍ୱପ୍ନର ଧାରା ଜାରି ରଖିଛି। ଏହି ବିଜୟ ଲକ୍ଷ୍ୟ ଥିଲା...
Cricketଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ପ୍ରଶଂସକଙ୍କ ସ୍ମାରକୀ ଫଳକOdisha Sports BureauMarch 24, 2026 by Odisha Sports BureauMarch 24, 2026053 ଆଗାମୀ ଆଇପିଏଲରେ ମ୍ୟାଚ୍ ଦିନଗୁଡ଼ିକରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳିମାନେ ୧୧ ନମ୍ବର ଜର୍ସି ପିନ୍ଧି ତାଲିମ ନେବେ ଏବଂ ଫ୍ରାଞ୍ଚାଇଜ୍ ଗତ ବର୍ଷ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦୁଃଖଦ...
CricketRCB ଅଲ୍-ଟାଇମ୍ ପ୍ଲେଇଂ-୧୧ରେ ରଜତ ପାଟିଦାର ଅଧିନାୟକ, କୋହଲିଙ୍କୁ ନମ୍ବର-୩ ସ୍ଥାନOdisha Sports BureauMarch 14, 2026 by Odisha Sports BureauMarch 14, 2026052 New Delhi: Indian Premier League ୨୦୨୬ ସିଜିନ୍ ପୂର୍ବରୁ Royal Challengers Bengaluru ଦଳର ବ୍ୟାଟିଂ ପ୍ରଶିକ୍ଷକ Dinesh Karthik ତାଙ୍କର ପ୍ରିୟ ‘RCB ଅଲ୍-ଟାଇମ୍ ପ୍ଲେଇଂ-୧୧’ ଚୟନ କରିଛନ୍ତି। ୨୦୨୫ର ଐତିହାସିକ...
Cricketପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀOdisha Sports BureauJune 3, 2025June 3, 2025 by Odisha Sports BureauJune 3, 2025June 3, 2025074 ଅହମ୍ମଦାବାଦ-: ଆଜି ଆଇପିଏଲର ଫାଇନାଲ ଫାଇଟ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ...
Cricket୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁOdisha Sports BureauMay 30, 2025May 30, 2025 by Odisha Sports BureauMay 30, 2025May 30, 20250100 ନୂଆଦିଲ୍ଲୀ-: ୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଗୁରୁବାର କ୍ବାଲିଫାୟାର୍-୧ରେ ଆର୍ସିବି ଏକତରଫା ଭାବେ ୮ ୱିକେଟ୍ରେ ଲିଗ୍ ଟପ୍ସର ପଞ୍ଜାବ କିଙ୍ଗୁକୁ ପରାସ୍ତ କରିଛି ।...
Cricketପ୍ଲେ ଅଫ୍ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବOdisha Sports BureauMay 19, 2025 by Odisha Sports BureauMay 19, 2025083 ନୂଆଦିଲ୍ଲୀ-: ଆଇପିଏଲ୍ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ପରେ ଗୁଜରାଟ ସହ ରୟାଲ୍ ଚାଲେଞ୍ଜର୍ସ...