Football

ଉପାନ୍ତ ଅଞ୍ଚଳରେ ଦୁର୍ଗା ପୂଜା ସହ ଫୁଟ ବଳ ଟୁର୍ନାମେଣ୍ଟ

ମାଲକାନଗିରି : ସାରା ଓଡ଼ିଶାରେ ଦୁର୍ଗା ପୂଜାର ଉତ୍ସବ ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦୁର୍ଗା ପୂଜା ଧୁମ ଧାମ ସହ ପାଳନ କରାଯାଉଛି l ପୂଜା ସହ ଲୋକେ ଫୂଟବଲ ଟୁର୍ଣ୍ଣାମେଣ୍ଟର ମଧ୍ୟ ମଜା ନେଉଛନ୍ତି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ପି. ଭି-65 ଗ୍ରାମରେ ଶହ ଶହ ଲୋକେ ଯୋଗ ଦେଇ ପୂଜା ଦେଖିବା ସହ ଟୁର୍ଣ୍ଣାମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି l ଏଥିରେ ବିଭିନ୍ନ ଜିଲ୍ଲାର ଫୁଟବଲ କ୍ରୀଡା ପ୍ରତିଯୋଗିତା ଯୋଗ ଦେବାର ଦେଖାଦେଉଛି l ମୂଖ୍ୟଅତିଥି ଭାବେ  ଅଞ୍ଚଳରେ ଜଳଦୂତ ଭାବେ ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ସୁନାମଧନ୍ୟ ସମାଜ ସେବୀ Dr ଉତ୍ତମ ମଲ୍ଲିକ୍ l MPV 65ଗ୍ରାମରେ ସୁନ୍ଦର ପରିବେଶ ଓ ଉତ୍ତମ ପଦକ୍ଷେପ ନେଇଥିବାରୁ ଯୁବଶକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ଉତ୍ତମ୍ ମଲ୍ଲିକ ।ଆଜିର ଏହି ପବିତ୍ର ଦିନରେ Dr ଉତ୍ତମ ମଲ୍ଲିକ ଙ୍କ ସହ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା,ସମାଜସେବୀ ମାଧବ ଚନ୍ଦ୍ର ସରକାର, ବିଶିଷ୍ଠ ବ୍ୟବସାୟୀ ଦେବବ୍ରତ ରାୟ, ଗୁରୁ ଆନନ୍ଦ ଢାଳିଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।

Related posts

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ

ମେସିଙ୍କ ସମ୍ପତ୍ତି ତୁଳନାରେ ୭ ଧନୀ ଭାରତୀୟ କ୍ରିକେଟରଙ୍କ ମିଳିତ ରୋଜଗାର ଫିକା

Odisha Sports Bureau