Cricket

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ଭାରତ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯାଉଛି । କେପଟାଉନର ନ୍ୟୁଲ୍ୟାଣ୍ଡସ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁଆରୀ ୩ ତାରିଖରୁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୨ଟାରେ ଆରମ୍ଭ ହେବ । ବୁଧବାରରୁ ଭାରତ- ଦକ୍ଷିଣ ଆଫ୍ରିକା କେପଟାଉନରେ ଖେଳାଯିବ । ମ୍ୟାଚ ଭାରତୀୟ ସମୟାନୁସାରେ ୧୦.୩୦ ନୁହେ ୨.୦୦ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ମ୍ୟାଚ ଲାଇଭ ଟେଲିକାଷ୍ଟ ସ୍ପୋଟର୍ସ ନେଟୱାର୍କରେ ହେବ । ଲାଇଭ ଷ୍ଟ୍ରିମିଂ ଡିଜନୀ + ହଟଷ୍ଟାରରେ ହେବ । କେପଟାଉନର ନ୍ୟୁଲ୍ୟାଣ୍ଡସ ମଇଦାନରେ ଟିମର ରେକର୍ଡ ଖରାପ ରହିଥିବା ବେଳେ ୧୯୯୩ ରୁ ଏପର୍ଯ୍ୟନ୍ତ ଭାରତ କେପଟାଉନରେ କୌଣସି ଟେଷ୍ଟ ସିରିଜ ଜିତିନାହିଁ । ଏପର୍ଯ୍ୟନ୍ତ ଏହି ମଇଦାନରେ ୬ଟଇ ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୪ଟି ମ୍ୟାଚ ହାରିଥିବା ବେଳେ ୨ଟଇ ମ୍ୟାଚ ଡ୍ର ରହିଛି ।
ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ରୋହିତ ଷର୍ମା, ଶୁଭମନ ଗୀଲ, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଅଭିମନ୍ୟୁ ଇଶ୍ୱରନ, ରବିଚନ୍ଦ୍ରନ ଅଶ୍ୱିନ୍ଦ୍ର ଜାଡେଜା, କେ ଏଲ ରାହୁଲ, କେଏସ ଭାରତ , ଶାର୍ଦ୍ଦୁଳ ଠାକୁର , ସମମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା , ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅବେଶ ଖାନ ।

Related posts

ଶ୍ରୀଲଙ୍କା ଖେଳାଳିଙ୍କ ନିଷ୍ପତ୍ତିରେ ଚିନ୍ତିତ ମୋହସିନ ନକଭି, PCB ODI ସିରିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କଲା

Odisha Sports Bureau

ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଖେଳିବେନି ଏହି ଖେଳାଳି

Odisha Sports Bureau

ବିବାହ ବନ୍ଧନରେ ବାନ୍ଧି ହେଲେ ଋତୁରାଜ ଗାୟକୱାଡ