Cricket

ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍

ଦୀର୍ଘ ୬ ବର୍ଷ ପରେ ଐତିହାସିକ ଇଡେନ ଗାର୍ଡେନ୍ସକୁ ଫେରିଛି ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍ । ମ୍ୟାଚରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଭାରତ ପ୍ରଥମେ ବୋଲିଂ କରିବ । ଭାରତର ପ୍ଲେଇଂ ଏକାଦଶରୁ ସାଇ ସୁଦର୍ଶନଙ୍କୁ ବାଦ୍ ଦିଆଯାଇଛି, ଯେତେବେଳେ ଧ୍ରୁବ ଜୁରେଲ ଏବଂ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଅଧିନାୟକ ଶୁଭମନ ଗିଲ୍ ଚାରି ଜଣ ସ୍ପିନରଙ୍କୁ ଖେଳାଉଛନ୍ତି । ସେହିପରି ସାଉଥ ଆଫ୍ରିକା ଆହତ କାସିଗୋ ରାବାଡ଼ା ମ୍ୟାଚ ଖେଳୁ ନାହାନ୍ତି । ୫ ବ୍ୟାଟର, ୪ ଅଲାରାଉଣ୍ଡର ଓ ଦୁଇ ସ୍ପେସାଲ ସ୍ପିନରଙ୍କୁ ନେଇ ଖେଳୁଛି ଦକ୍ଷିଣ ଆଫ୍ରିକା ।

Related posts

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

Odisha Sports Bureau

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

Odisha Sports Bureau

ଉର୍ବଶୀଙ୍କଠୁ ଅଧିକ ଇଶାଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ