Cricket

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ । ୧୨ ଡିସେମ୍ବର ୧୯୮୧ ମସିହାରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ । ଆଜି ତାଙ୍କୁ ୪୪ ବର୍ଷ ହୋଇଛି । ଯୁବରାଜ ଏମିତି ଜଣେ ଖେଳାଳି ଯିଏ ଟି-୨୦ ଆଉ ଦିନିକିଆ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । କେବଳ ସଦସ୍ୟ ନୁହେଁ ଭାରତକୁ ଚାମ୍ପିୟନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ ସେ ରାଜ୍ କରନ୍ତି  । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । କ୍ରିକେଟ ଜଗତରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ । ତେବେ ଦିନିକିଆ ଓ ଟି-୨୦ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ  ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

Related posts

ବିରାଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି

Odisha Sports Bureau

WTC ପଏଣ୍ଟ ଟେବୁଲରେ ଏକ ବଡ଼ ବିପର୍ଯ୍ୟୟ ସାମ୍ନା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡର ଭାଗ୍ୟ ଅପରିବର୍ତ୍ତିତ ରହିଛି, ଭାରତ ଏହି ସ୍ଥାନରେ ରହିଛି

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ଅହମଦାବାଦରେ ହୋଟେଲ ରୁମ୍ ଭଡ଼ା ୧ଲକ୍ଷ ଟଙ୍କା

Odisha Sports Bureau