Cricket

ଶୁବମନ ଗିଲଙ୍କୁ ଅଭିଷେକ ଶର୍ମାଙ୍କ ବାପା ପ୍ରଦାନ କରିଛନ୍ତି ୫୦୦୦ ହଜାର ଟଙ୍କା

ଶେର-ଏ-ପଞ୍ଜାବ ଟି-୨୦ ଲିଗ୍ରେ ଦେଖିବାକୁ ମିଳିଛି  ସ୍ୱତନ୍ତ୍ର ଦୃଶ୍ୟ।, ଯାହା ପ୍ରଶଂସକଙ୍କ ହୃଦୟ ଜିତି ନେଇଛି। ମ୍ୟାଚରେ ସର୍ବାଧିକ ଚୌକା ମାରିଥିବାରୁ ଗିଲଙ୍କୁ ଟୁର୍ଣ୍ଣାମେଣ୍ଟ ତରଫରୁ ୫୦୦୦ ଟଙ୍କାର ଏକ ପୁରସ୍କାର ପ୍ରଦାନ କରାଯାଇଛି।। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ  ଏହି  ୫୦୦୦ ଟଙ୍କା ଟିମ୍ ଇଣ୍ଡିଆର ଯୁବ ଖେଳାଳି ଅଭିଷେକ ଶର୍ମାଙ୍କ ପିତା ରାଜକୁମାର ଶର୍ମା ନିଜ ହାତରେ ଏହି ପୁରସ୍କାର ଗିଲଙ୍କୁ ପ୍ରଦାନ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଏହି ଫଟୋ ଏବେ ବେଶ୍ ଭାଇରାଲ ହେଉଛି।  ଏହି ଫୋଟରେ ଗିଲ୍ ବେଶ ଖୁସି ଥିବା ଜଣାଯାଉଛି।

ଭାରତୀୟ କ୍ରିକେଟ୍ ତାରକା ଶୁବମନ ଗିଲ ବର୍ତ୍ତମାନ ଶେର-ଏ-ପଞ୍ଜାବ ଟି-୨୦ ଲିଗ୍ରେ ନିଜ ବ୍ୟାଟିଂର ଦମ ଦେଖାଉଛନ୍ତି। ନିଜର ବିସ୍ଫୋରକ ବ୍ୟାଟିଂରେ ପ୍ରଦର୍ଶନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୁଧିଆନା ଲାୟନ୍ସ ବିପକ୍ଷ ଏହି ରୋମାଞ୍ଚକର ମ୍ୟାଚରେ ସେ ମାତ୍ର ୨୧ଟି ବଲରୁ ୪୦ ରନର ଏକ ଧୂଆଁଧାର ପାଳି ଖେଳିଥିଲେ। ଏହି ଇନିଂସରେ ସେ ୭ଟି ଚୌକା ଓ ୧ଟି ଗଗନଚୁମ୍ବୀ ଛକା ମାରିଥିଲେ। ଗିଲଙ୍କ ଦଳ ଫାଜିଲକା ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍ ସଂଗ୍ରହ କରିଥିଲେ।

Related posts

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau

ଗିଲ ହୋଇପାରନ୍ତି ଟିମ ଇଣ୍ଡିଆ ଅଧିନାୟକ !

ପୁଣି ନମ୍ବର-୧ ହେଲେ ହ୍ୟାରି ବ୍ରୁକ, ବୁମ୍ରାଙ୍କ ଶୀର୍ଷ ସ୍ଥାନ ବଜାୟ

Odisha Sports Bureau